Latest Odisha News

BREAKING NEWS

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ, ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ…

ଭୁବନେଶ୍ୱର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଭେଟି ରାଜ୍ୟର ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ। ବାଜରା ପ୍ରୋତ୍ସାହନ ଓ ସଂରକ୍ଷଣ…

ଲାଇନ କଟିଗଲା, ଶ୍ରୀଦେବୀଙ୍କୁ ପ୍ରପୋଜ କରି ପାରିଲେନି ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ଲୋକପ୍ରିୟ ଚେହେରା ଶ୍ରୀଦେବୀ ଏବଂ ରଜନୀକାନ୍ତଙ୍କୁ କିଏ ବା ନ ଜାଣେ । ଚାଲବାଜ ଫିଲ୍ମରେ ସେମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉଭୟ ହିନ୍ଦର, ତେଲୁଗୁ, ତାମିଲରେ ଅନେକଗୁଡିଏ ଫିଲ୍ମ ଏକତ୍ର କରିଥିଲେ । ଇତି ମଧ୍ୟରେ ରଜନୀକାନ୍ତଙ୍କ…

ଆମେରିକା ଗଲେ ଦେବେ ଏତେ ଟଙ୍କା !

ନୂଆଦିଲ୍ଲୀ: ଭିସା ନିୟମକୁ ଦିନକୁ ଦିନ ଶକ୍ତ କରିବାରେ ଲାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏବେ ପର୍ଯ୍ୟଟକଙ୍କୁ ନେଇ ନୂଆ ପାଇଲଟ ପ୍ରୋଗ୍ରାମ ଆଣିଛି ଆମେରିକା। ଏହା ଆଧାରରେ ପର୍ଯ୍ୟଟକ ଓ ବ୍ୟବସାୟ ଭିସାରେ ଆମେରିକାରେ ପହଞ୍ଚୁଥିବା ଲୋକଙ୍କୁ ଭିସା ବଣ୍ଡ ଭାବେ 15ହଜାର ଡଲାର…

ମସ୍କୋରେ କ’ଣ କରୁଛନ୍ତି ଡୋଭାଲ?

ନୂଆଦିଲ୍ଲୀ: ତେଲ, ଟାରିଫ, ଏସ୍-400କୁ ନେଇ ଚର୍ଚ୍ଚା। ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ମଧ୍ୟରେ ଋଷରେ ଭାରତର ଜେମସ ବଣ୍ଡ ଅଜିତ ଡୋଭାଲ୍। ବିଶ୍ବରେ ଭୂ-ରାଜନୈତିକ ସ୍ଥିତି ସମ୍ବେଦନଶୀଳ ମୋଡରେ ଥିବା ବେଳେ ଋଷରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଋଷ ନେତାଙ୍କ…

ଟ୍ରମ୍ପଙ୍କୁ ଚେତାଇ ଦେଲେ ଆମେରିକାର ଏହି ବ୍ୟକ୍ତି….’ଭାରତ ଭଳି ଶକ୍ତିଶାଳୀ ସହଯୋଗୀ ସହିତ ସମ୍ପର୍କ ନଷ୍ଟ…

ନୂଆଦିଲ୍ଲୀ: ଭାରତ ସହିତ ଆମେରିକାର ଏବେ ତିକ୍ତତା ବଢୁଥିବା ବେଳେ ଏବେ ଆମେରିକାରୁ ହିଁ ଟ୍ରମ୍ପଙ୍କୁ ଚେତାବନୀ ମିଳିଛି । ସଂଯୁକ୍ତ ରାଷ୍ଟ୍ରରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ତୀବ୍ର ସମାଲୋଚନା କରିଛନ୍ତି, ଯେଉଁଥିରେ ସେ ଭାରତୀୟ…

ଜୀବନ୍ତ ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ଘର ଭିତରେ ଜୀବନ୍ତ ଜଳିଗଲେ ଯୁବତୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ। ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି…

ସବୁ ସରକାରୀ ବିଲ୍ଡିଂ ହେବ ଗେରୁଆ ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ଏକ ବିଜ୍ଞପ୍ତି ଜାରି କରି ସମସ୍ତ ନୂତନ ଏବଂ ବିଦ୍ୟମାନ ସରକାରୀ କୋଠାର ମରାମତି ଏବଂ ନବୀକରଣ ସମୟରେ ଗେରୁଆ ରଙ୍ଗ କୋଡ୍ ବାଧ୍ୟତାମୂଳକ କରିଛନ୍ତି। ପୂର୍ତ ବିଭାଗ ଦ୍ୱାରା ଜୁଲାଇ ୩୦ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ ବାହ୍ୟ କାନ୍ଥ ଏବଂ ସୀମା ଯଥାକ୍ରମେ…

ପ୍ରିୟଙ୍କା କାହିଁକି କହିଲେ ମୋତେ ଅପମାନିତ କଲେ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ ପ୍ରାୟତଃ କରନ୍ତି ନାହିଁ । ସେ ସର୍ବଦା ନିଜର କିମ୍ବା ନିକ ଜୋନ୍ସ ଓ ଝିଅର ଫଟୋ ଶେୟାର କରିଥାନ୍ତି । ଏବେ ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ପୋଷ୍ଟରେ ଲେଖିଛନ୍ତି ମୋତେ ଯଦି କିଏ ଅପମାନିତ…

ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟର ଚାଲିଛି ପୁନଃନିର୍ମାଣ, ପାଣ୍ଠି ସଂଗ୍ରହ କରିବାରେ ବ୍ୟସ୍ତ ମସୁଦ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହେବାରେ ଲାଗିଛି। ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନର ବହାୱଲପୁରରେ ଅବସ୍ଥିତ ଜୈସ୍-ଏ-ମହମ୍ମଦର ମୁଖ୍ୟାଳୟକୁ ଭାଙ୍ଗି ଦେଇଛି। କିନ୍ତୁ ଏବେ ଜୈସ୍-ଏ-ମହମ୍ମଦ ପୁଣି ଥରେ ଏହି…

ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍, ଦିଲ୍ଲୀ ସମେତ ସାରା ଦେଶରେ ବଢିପାରେ ଦର!

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ଶୁଳ୍କ ବୃଦ୍ଧିକୁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ । ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି ହୋଇପାରେ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ…