ଭାରତର ବନ୍ଧୁ ରାଷ୍ଟ୍ର ବନାଇଲା କ୍ୟାନ୍ସର ଭ୍ୟାକ୍ସିନ, ୧୦୦ ପ୍ରତିଶତ ହେଲା ସଫଳ
ନୂଆଦିଲ୍ଲୀ : କ୍ୟାନ୍ସର ଭଳି ଘାତକ ରୋଗର ଚିକିତ୍ସାରେ ଏକ ବଡ଼ ସଫଳତା ସାମ୍ନାକୁ ଆସିଛି, ଯାହା ଭାରତର ଏକ ମିତ୍ର ରାଷ୍ଟ୍ରରୁ। ଋଷର ବୈଜ୍ଞାନିକମାନେ ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ୍’ (Enteromix) ବିକାଶ କରିଛନ୍ତି, ଯାହା କ୍ଲିନିକାଲ୍ ଟ୍ରାଏଲ୍'ରେ ଶତପ୍ରତିଶତ ପ୍ରଭାବକାରୀ ଏବଂ ସୁରକ୍ଷିତ…