ବର୍ଷକ ଭିତରେ ରାଜ୍ୟରେ ବିଜେପି ସରକାର ୨୮ ହଜାର ନିଯୁକ୍ତି ଦେଇଛନ୍ତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଅର୍ଥାତ୍ ଗୁରୁବାର ଓଡିଶାରେ ବିଜେପି ସରକାର ତାର ଶାସନର ପ୍ରଥମ ବର୍ଷ ପୂରଣ କରିବ । ଏହା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ ସବୁ କରିଛନ୍ତି ସେନେଇ ଟିକ ନିକ କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣମାଧ୍ୟମରେ ସେ କହିଛନ୍ତି ଯେ, ୧…