Latest Odisha News

BREAKING NEWS

ଆସନ୍ତାକାଲି ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବ ସିପିଆଇଏମ୍‌ ଓ ସିପିଆଇ

ପୁରୀ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମଦାହ ଓ ବଳଙ୍ଗାରେ ନାବାଳିକାଙ୍କ ଦେହରେ କିରାସିନି ପକାଇ ହତ୍ୟା ଘଟଣାର ପ୍ରତିବାଦ କରି ଅଗଷ୍ଟ ୭ ତାରିଖ ତଥା ଆସନ୍ତାକାଲି ବାମପନ୍ଥୀ ଦଳ ପକ୍ଷରୁ ଜିଲ୍ଲାରେ ଆନ୍ଦୋଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ବାମପନ୍ଥୀ ନେତା…

ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ, ୯ ଘଣ୍ଟା ଧରି ଚାଲିଲା ପଚରାଉଚରା

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ । ପ୍ରାୟ ୯ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କର ବୟାନ ରେକର୍ଡ ହୋଇଛି । ଯେଉଁଥିରେ ସେ କୌଣସି ଭୁଲ କାର୍ଯ୍ୟରେ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ । ED ସୂଚିତ କରିଛି ଯେ…

ବିପୁଳ ସଂଖ୍ୟାରେ କଇଁଛ ଚୋରାଚାଲାଣ, ୩ ଗିରଫ

ମାଲକାନଗିରି: କଇଁଛ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି ମାଲକାନଗିରି ବନ ବିଭାଗ । ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ଚଢ଼ଉ କରିଛି ବନ ବିଭାଗ । ଏହି ସମୟରେ ୧୦୭୮ କଇଁଛ ଜବତ କରିଛି ମୋଟୁ ବନ ବିଭାଗ । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।…

ଶ୍ରୀ ଭାଗବତ ସାର ୧୨୦: ଦ୍ୱାପର ଯୁଗରେ ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସମସ୍ତ କାହାଣୀ ଭିତରେ ଏକ ଅନ୍ତର୍ନିହିତ ତତ୍ୱ ରହିଥାଏ। ଆଜି ଜାଣିବା ମହର୍ଷି ପରାଶର ଓ ସତ୍ୟବତୀଙ୍କ କାହାଣୀର ତତ୍ୱ କଣ। ଜଣେ ଜ୍ଞାନୀ ତେଜସ୍ୱୀ ଓ ତପନିଷ୍ଠ ତପସ୍ବୀଙ୍କ ଆଗମନ ଦେଖି ଧୀବର ଅତ୍ୟନ୍ତ…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ଏଣିକି କଟକଣା ଉଲଙ୍ଘନ କଲେ ହେବ ୩ ବର୍ଷ ଜେଲ୍

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ…

୨୪ ଘଣ୍ଟା ମଧ୍ୟରେ ଆହୁରି ଟାରିଫ ବଢ଼ାଇବାକୁ ଟ୍ରମ୍ପଙ୍କ ଧମକ

ନୂଆଦିଲ୍ଲୀ: ଭାରତ, ଋଷ ଠାରୁ ତେଲ କିଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ବଡ଼ ଶୁଳ୍କ ଲାଗୁ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଭାରତ ଓ ଆମେରିକା ଉଭୟ ୨୫% ଶୁଳ୍କରେ ରାଜି ହୋଇଥିବା ନେଇ…

ତାଳପତ୍ର ପଟ୍ଟଚିତ୍ର ଓ ଡୋକ୍ରା ରାଖୀ ମାଧ୍ୟମରେ ଗ୍ରାମୀଣ ମହିଳା ଆତ୍ମ ନିର୍ଭରଶୀଳ କରୁଛି ଟିପିସିଓଡିଏଲ

ଭୁବନେଶ୍ୱର: ପାଖେଇ ଆସୁଛି ଭାଇ ଭଉଣିଙ୍କ ସ୍ନେହର ପ୍ରତୀକର ପର୍ବ ପବିତ୍ର ରକ୍ଷା ବନ୍ଧନ। ଟିପିସିଓଡିଏଲ ଓ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା ପଟ୍ଟଚିତ୍ର ଓ ଡକ୍ରା କାରିଗରୀକୁ ନେଇ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀର ପ୍ରଚାର ପ୍ରସାର ଦିଗରେ…

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ବାତିଲ…

ଭୁବନେଶ୍ୱର: ଯାତ୍ରୀଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ରହିଛି:- • ବିଶାଖାପାଟଣା-ତିରୁପତି-ବିଶାଖାପାଟଣା…

ଭିଜିଲାନ୍ସ ଜାଲରେ ଜୁନିଅର କ୍ଲର୍କ, ୧୫ ହଜାର ଲାଞ୍ଚ ନେଇ ଫସିଲେ 

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ଜୁନିଅର କ୍ଲର୍କ ଭାବରେ କାର୍ଯ୍ୟରତ ସମ୍ବିତ ତ୍ରିପାଠିଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ…

କେବଳ ଏହି ଆପରେ କିଣିପାରିବେ ଫାଷ୍ଟାଗ୍ ବାର୍ଷିକ ପାସ୍, ଅଗଷ୍ଟ ୧୫ରୁ ହେବ ଉପଲବ୍ଧ..

ନୂଆଦିଲ୍ଲୀ: ୧୫ ଅଗଷ୍ଟରୁ ସାରା ଦେଶରେ ଫାଷ୍ଟାଗ୍ ର ଆନୁଆଲ ବା ବାର୍ଷିକ ପାସ୍ ଉପଲବ୍ଧ ହେବ । ଏହି ପାସ୍ ର ମୂଲ୍ୟ ୩୦୦୦ ଟଙ୍କା ହେବ, ଯାହା ସାହାଯ୍ୟରେ ଆପଣ ଗୋଟିଏ ବର୍ଷ ପାଇଁ ୨୦୦ ଟୋଲ୍ ପାର କରିପାରିବେ । ଏହିପରି ଭାବରେ, ଆପଣଙ୍କୁ ପ୍ରତ୍ୟେକ ଯାତ୍ରା ପାଇଁ କେବଳ ୧୫ ଟଙ୍କା ଦେବାକୁ ପଡିବ…