Latest Odisha News

Odisha Weather: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି। ସକାଳୁ ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ କୁହୁଡିରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି। ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି…

ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଦିଲ୍ଲୀରେ ହେବାକୁ ଥିବା AI ସମ୍ମିଳନୀ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମାକ୍ରୋନ ଆଜି ମୁମ୍ବାଇ ଯାତ୍ରା କରୁଛନ୍ତି, ଯେଉଁଠାରେ ସେ ଦିଲ୍ଲୀରେ ଚାଲିଥିବା ଏଆଇ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି…

ଆଜିଠୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା। ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ପାଇଁ ମିଳିବ ଅନୁମତି। ଏନେଇ ସ୍ପଷ୍ଟୀକରଣ ରଖିଛି ସିବିଏସଇ।  ସକାଳ ସାଢ଼େ ୧୦ରୁ ସାଢ଼େ ୧ଟା ଯାଏ ପରୀକ୍ଷା ରହିଛି । ଦେଶରେ ମୋଟ ୪୬ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ…

ପାହାଡରେ ମାଓକ୍ୟାମ୍ପ ଠାବ,ମିଳିଲା ବନ୍ଧୁକ ସହ ଅନେକ ବିସ୍ଫୋରକ ସାମଗ୍ରୀ

ନୂଆପଡ଼ା:ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ସାତମାରି ପାହାଡରେ ଏକ ମାଓକ୍ୟାମ୍ପ ଠାବ ହୋଇଛି । ମାଓକ୍ୟାମ୍ପରୁ ବନ୍ଧୁକ,ମାଗାଜିନ୍ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସାତମାରି ପାହାଡ଼ରେ ମାଓକ୍ୟାମ୍ପ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଖବରମୁତାବକ,…

Kendrapara Anganwadi: ତିନିମାସ ପରେ ଅଙ୍ଗନବାଡ଼ି ଆସିଲେ ପିଲା; ପଢିବା ସହ କଲେ ଭୋଜନ

କେନ୍ଦ୍ରାପଡା: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ । ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ । ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ ଥିଲେ। ଜାତିପ୍ରଥାକୁ ନେଇ…

Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର…

ରାଉରକେଲା: ସୁନ୍ଦରଗଡର ପୁଅ ରୋଶନ କୁଜୁର ଭାରତୀୟ ହକି ଦଳର ସିନିୟର ଟିମ୍ ରେ ପଦାର୍ପଣ କରିଛନ୍ତି । ମିଡଫିଲ୍ଡର ରୋଶନ କୁଜୁର ଜୁନିଅର ରାଙ୍କରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଗତ ରବିବାର ଦିନ ଆର୍ଜେଣ୍ଟିନା ବିପକ୍ଷରେ ନିଜର ଘରୋଇ ଗ୍ରାଉଣ୍ଡରେ ସିନିୟର ଟିମ୍ ରେ ଡେବ୍ୟୁ କରିଛନ୍ତି । ପାନପୋଷ…

FIH Pro League: ବେଲଜିୟମର କ୍ରମାାଗତ ବିଜୟ ହାସଲ

ରାଉରକେଲା: ଚଳିତ ହକି ପ୍ରୋ ଲିଗ୍‌ରେ ବେଲଜିୟମର ବିଜୟଧାରା ଜାରି । ଶୁକ୍ରବାର ଦ୍ବିତୀୟ ଥର ଆର୍ଜେଣ୍ଟିନାକୁ ମାତ୍ ଦେଇଛି ବେଲଜିୟମ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ରେ ଆର୍ଜେଣ୍ଟିନା ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚରେ ୫-୨ ଗୋଲରେ ବିଜୟ…

Subhadra Money: ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି

ଭୁବନେଶ୍ବର:ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି। ସୁଭଦ୍ରା ଟଙ୍କା ମାର୍ଚ୍ଚ ୮ରେ ମିଳିବ । ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ ୫ ହଜାର ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ୧କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ମୋଟ ୫…

Dr Raseshwari Panigrahi: ପୂର୍ବତନ ବିଧାୟକା ରାସେଶ୍ବରୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ…

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସମ୍ବଲପୁରର ପୂର୍ବତନ ବିଧାୟକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ରାତି ୮ଟା ୫୦ମିନିଟରେ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ୭୯…

୧୭ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ?

ନୂଆଦିଲ୍ଲୀ: ଫେବୃଆରି ମାସ ୧୭ ତାରିଖରେ ସଂଗଠିତ ହେବ ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ। ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାରର ସୂର୍ଯ୍ୟ ପରାଗ ଘଟିଥାଏ: ଆଂଶିକ, ପୂର୍ଣ୍ଣ ଓ ବଳୟ । ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟ ପରାଗ  ପୂର୍ବରୁ ଓ ପରେ ଆଂଶିକ…