Latest Odisha News

BREAKING NEWS

ବାଂଲାଦେଶରେ ଅଛି କି ବ୍ଲଡ ମନି ନିୟମ ? ଶେଖ୍ ହାସିନାଙ୍କୁ ମୃତ୍ୟୁଦଣ୍ଡରୁ ବଞ୍ଚାଇ ପାରିବ କି..

ନୂଆଦିଲ୍ଲୀ: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦୋଷୀ ସାବ୍ୟସ୍ତ। ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବାଂଲାଦେଶ କୋର୍ଟ। ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ସୋମବାର…

‘ବାରାଣସୀ’ ଘାଟରୁ ରେକର୍ଡ କରିବାକୁ ପ୍ରସ୍ତୁତ ମହେଶ ବାବୁ ଓ ପ୍ରିୟଙ୍କା…

ମୁମ୍ବାଇ: ଏସଏସ ରାଜମୌଲିଙ୍କ ଫିଲ୍ମ ଏସଏସଏମବି ୨୯ ପାଇଁ ବହୁତ ଦିନ ଧରି ପ୍ରସ୍ତୁତି କରିଆସୁଛନ୍ତି। ତେବେ ସେ ନଭେମ୍ବର ୧୫ରେ ଏକ କାର୍ଯ୍ୟକ୍ରମରେ ଫିଲ୍ମର ଟାଇଟଲ୍ ପ୍ରକାଶ କରିଥିଲେ। ଯାହାର ନାଁ ରହିଛି ବାରାଣସୀ। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ସାଢେ ତିନି ମିନିଟର ଟିଜର ସେୟାର…

Barabati India-South Africa T20 match: ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ; ଡିସେମ୍ବର୧ରୁ ଟି-୨୦ ମ୍ୟାଚର ଅନଲାଇନ…

କଟକ:ବାରବାଟୀ(Barabati)ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ(India VS South Africa T20) ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା । ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ୍‌…

ଓଏଚପିସି ସହିତ ବିଶ୍ୱ ଦକ୍ଷତା କେନ୍ଦ୍ରର ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ବର: ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓଏଚପିସି) ୫ଟି ଜିଲ୍ଲାର ଯୁବକମାନଙ୍କୁ ଉନ୍ନତ ଦକ୍ଷତା ତାଲିମ ପ୍ରଦାନ କରିବା ପାଇଁ ଏହାର ସିଏସଆର ପଦକ୍ଷେପ ଅଧୀନରେ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ସିଏସଆର ପଦକ୍ଷେପ…

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ରାଜଧାନୀରୁ ଜଣେ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସର ସ୍ପେସିଆଲ କ୍ରାଇମ ୟୁନିଟ (ଏସସିୟୁ) ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି । ତା ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାଲେଶ୍ୱର ଅଞ୍ଚଳର ଶେଖ ଆକବର। ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା । ତାକୁ…

ପୀତବାସ ହତ୍ୟା ମାମଲା, ଅଭିଯୁକ୍ତଙ୍କର ପୁଣି ହେବ ଟିଆଇ ପରେଡ

ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କର ପୁଣି ହେବ ଟିଆଇ ପରେଡ। କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତଙ୍କର ଟିଆଇ ପରେଡ ହେବ। ଏଥିପାଇଁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଞ୍ଚିଛନ୍ତି JMFC ଓ ଟାଉନ ଏସଡିପିଓ । ଆଜି ଆକାଶ ବିଷୋୟୀ ଓ…

ଭତ୍ତା ଟଙ୍କା ପାଇଁ ବାପାକୁ ମାରିଦେଲା ପୁଅ

ଗଞ୍ଜାମ: ରକ୍ତାକ୍ତ ହେଲା ରକ୍ତସମ୍ପର୍କ । ନିଜ ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ। ଭତ୍ତା ଟଙ୍କା ପାଇଁ ବପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ। ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଦେଲା ଜନ୍ମିତ ପୁଅ। ବାପାଙ୍କୁ ଭତ୍ତା ଟଙ୍କା ମାଗି ଝଗଡ଼ା କରିଥିଲା ପୁଅ। ବୃଦ୍ଧ ବାପାଙ୍କ ଭତ୍ତା ଟଙ୍କା…

Army Chief Warns Pakistan: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା: ସେନା ମୁଖ୍ୟ ପାକିସ୍ତାନକୁ ପୁଣି ଦେଲେ…

ନୂଆଦିଲ୍ଲୀ:ଶତ୍ରୁକୁ ବଡ଼ ଚେତାବନୀ । ସ୍ଥଳସେନା ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦେଲେ କଡା ଚେତାବନୀ । ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ଅପରେସନ ସିନ୍ଦୂର ସମ୍ପର୍କରେ କହିଛନ୍ତି ଯେ,  ୮୮ ଘଣ୍ଟାର ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ଏବେଚ ବି…

କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ, ICUରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର। ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବର୍ତ୍ତମାନ…

ରଣଜୀ ଟ୍ରଫି:ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ, ଓଡିଶା ୧୩୦ ରନରେ ଅଗ୍ରଣୀ

ଭୁବନେଶ୍ୱର: ସ୍ଥାନୀୟ କିଟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନାଗାଲାଣ୍ଡ ବିପକ୍ଷରେ ଓଡିଶା ୧୩୦ ରନର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୭୫ ରନ କରି ଅଲଆଉଟ ହୋଇଥିଲା । ଅନୀଲ ପରିଡା ଶତକ(୧୧୮) ହାସଲ କରିଥିବା ବେଳେ…