Latest Odisha News

BREAKING NEWS

ଓଡ଼ିଶା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ ଘଟଣା: କେଉଁଠୁ ଆସିଲେ ତଦନ୍ତ କରିବ WCCB

ଭୁବନେଶ୍ୱର: ୫ ଓରାଙ୍ଗଉଟାନ ମିଳିବା ଘଟଣାରେ ତଦନ୍ତ ହେବ କହିଲେ ବିଭାଗୀୟ ମନ୍ତ୍ରୀ। ଏହି ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଛନ୍ତି ପ୍ରତିକ୍ରିୟା। ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (WCCB) ତଦନ୍ତ କରିବ ବୋଲି କହିଲେ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ମାଫିଆ…

Eiffel Tower: କାହଁକି ହଠାତ୍ ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ କ’ଣ ଥିଲା ପୂରା ବିବାଦ…

ପ୍ୟାରିସ୍‌: ବିଶ୍ୱପ୍ରସିଦ୍ଧ ଆଇଫିଲ୍ ଟାୱାରକୁ ନେଇ ଫ୍ରାନ୍ସରେ ଏବେ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ଧାର୍ମିକ ପ୍ରତିନିଧି ଦଳର ଘରୋଇ ଗସ୍ତକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁ ସୋମବାର ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା। ବିବାଦର କେନ୍ଦ୍ରରେ ରହିଛି ବୋଚାସନବାସୀ ଅକ୍ଷର…

ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଠାବ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ରଣକୋଠା ରିଜର୍ଭ ଜଙ୍ଗଲରେ ପାଞ୍ଚଟି ଓରାଙ୍ଗଉଟାନ୍ ନଜର ଆସିଛନ୍ତି। ସୂଚନା ଅନୁଯାୟୀ ଉଦୟପୁର ବନ ବିଭାଗର ଏକ ଟିମ୍ ବଡପାହି ନିକଟରେ ଏହି ଓରାଙ୍ଗଉଟାନ୍ ମାନଙ୍କୁ ପାଇଥିଲେ।ମଙ୍ଗଳବାର ସକାଳେ ବନ ବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ…

ଦିଲ୍ଲୀ କୋଠା ଭୁଶୁଡିବା ଘଟଣା; ମାଲିକ ଓ ତାଙ୍କ ପତ୍ନୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ…

ନୂଆଦିଲ୍ଲୀ: ଦିଲ୍ଲୀ ପିଜି କୋଠା ଭୁଶୁଡିବା ଘଟଣାରେ ସୋମବାର ଦିନ ପୋଲିସ ମାଲିକଙ୍କୁ ଗିରଫ କରିଛି। ଯେଉଁଠାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରହୁଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ଏହା ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା ବେଳେ ପୌର…

PM Modi’s Programme: ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଜବରଦସ୍ତ କ୍ରେଜ୍‌! ୧ ଘଣ୍ଟାରେ ସବୁ ସିଟ୍‌ ବୁକ୍‌,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଗୁଜରାଟ ଭଦୋଦରା କାର୍ଯ୍ୟକ୍ରମକୁ ନେଇ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ। ବୁକ୍ ମାଇଁ ଶୋ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ଜାରି ହୋଇଥିବା ବେଳେ ରେଜିଷ୍ଟ୍ରେସନ୍‌ ଖୋଲିବାର ମାତ୍ର ୧ ଘଣ୍ଟା ମଧ୍ୟରେ ସମସ୍ତ ସିଟ୍‌…

ରାଜଧାନୀରେ ହୁତୁହୁତୁ ହୋଇ ଜଳିଲା କାର..

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜୟଦୁର୍ଗା ନଗର ଅଞ୍ଚଳରେ ପାର୍କିଂ ହୋଇଥିବା ଏକ କାର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳିଯାଇଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣବଶତଃ ହଠାତ୍ କାରଟି ଜଳିଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀର…

ଆଇଫେଲ୍ ଟାୱାର ବନ୍ଦ: ଫ୍ରାନ୍ସରେ ହଙ୍ଗାମା

ପ୍ୟାରିସ୍ : ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ସ୍ଥିତ ବିଶ୍ୱପ୍ରସିଦ୍ଧ ଆଇଫେଲ୍ ଟାୱାରରେ ଏକ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ସାଂସ୍କୃତିକ ଓ ଧାର୍ମିକ ସଂଗଠନର ଗସ୍ତ ସମୟରେ ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ଦୂରେଇ ରଖାଯାଇଥିବା ଅଭିଯୋଗ କରି କର୍ମଚାରୀମାନେ ଧର୍ମଘଟ କରିଛନ୍ତି, ଯାହା…

OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଓଏମଭିଡି କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ହତ୍ୟା ଅଭିଯୋଗର ପୋଲିସ ତଦନ୍ତରେ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଏହି ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ଭଉଣୀ ପୋଲିସ ତଦନ୍ତରେ…

ଚଦ୍ର ଆମର: କାହିଁକି ଏପରି ଦାବି କଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ଏହି ପ୍ରସଙ୍ଗ ହ୍ରଦ କିମ୍ବା କ୍ଷେତ୍ରର ନାମ ପରିବର୍ତ୍ତନ କରିବା ନୁହେଁ ବରଂ ସିଧାସଳଖ ଚନ୍ଦ୍ର କଥା ଉଠାଇଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଚନ୍ଦ୍ରର ଏକ…

ବଦଳିଲା ନିୟମ; ଏଣିକି ୨୫ ଦିନରେ କରିପାରିବେ ଗ୍ୟାସ ବୁକିଂ 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାରା ଦେଶରେ ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଗ୍ୟାସ ସିଲିଣ୍ଡର ରିଫିଲ୍ ବୁକ୍ କରିବା ମଧ୍ୟରେ ଏବେ ୨୫ ଦିନର ବ୍ୟବଧାନ ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ…