Pahalgam Terror Attack: ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦକୁ ସମନ କରିବ NIA
ନୂଆଦିଲ୍ଲୀ: ଲସ୍କର-ଏ-ତୈବା (LeT) ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ମହମ୍ମଦ ସୟିଦକୁ ସମନ କରିବ NIA। ୨୦୨୫ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଭାରତ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛି।
ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଜାରି ହୋଇଥିବା ଜାମିନବିହୀନ ୱାରେଣ୍ଟ ପରେ…