ଶ୍ରୀ ଭାଗବତ ସାର ୧୪୦: ଯୋଗୀଟିଏ କେବଳ ତାର ଆବଶ୍ୟକତା ଅନୁସାରେ ସଂଗ୍ରହ କରିବା ଉଚିତ, ଅନାବଶ୍ୟକ ସଂଚୟ ଅନ୍ୟ ଦ୍ଵାରା…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ସ୍ଥାନିତ ଚବିଶି ଗୁରୁଙ୍କ ଚୟନ ମହାତ୍ମା ଅବଧୂତ ନିଜ ପ୍ରଚଣ୍ଡ ଧି ଶକ୍ତି ପ୍ରୟୋଗ କରି କରୁଛନ୍ତି। କେତେବେଳେ ମଧୁକର ବା ଭ୍ରମରଙ୍କ ପ୍ରତ୍ୟେକ ଫୁଲରୁ କିଛି କିଛି ମଧୁ ସଂଗ୍ରହକୁ ଯୋଗୀଙ୍କ ଲକ୍ଷଣ ସହ ତୁଳନା…