ପିତାମାତା ହେବାକୁ ଯାଉଛନ୍ତି ପରିଣୀତି-ରାଘବ, ଭାବବିହ୍ୱଳ ପୋଷ୍ଟ ସେୟାର କଲେ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢ଼ା ବିବାହର ଦୁଇ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି।
ନିକଟରେ ପରିଣୀତି ଓ ତାଙ୍କ ସ୍ୱାମୀ ରାଘବ କପିଲ ଶର୍ମାଙ୍କ କମେଡି ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ରେ ଆସିଥିବା ବେଳେ ତାଙ୍କ ଗର୍ଭଧାରଣକୁ ନେଇ ଅନେକ…