Latest Odisha News

BREAKING NEWS

ଭତ୍ତା ଟଙ୍କା ପାଇଁ ବାପାକୁ ମାରିଦେଲା ପୁଅ

ଗଞ୍ଜାମ: ରକ୍ତାକ୍ତ ହେଲା ରକ୍ତସମ୍ପର୍କ । ନିଜ ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ। ଭତ୍ତା ଟଙ୍କା ପାଇଁ ବପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ। ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଦେଲା ଜନ୍ମିତ ପୁଅ। ବାପାଙ୍କୁ ଭତ୍ତା ଟଙ୍କା ମାଗି ଝଗଡ଼ା କରିଥିଲା ପୁଅ। ବୃଦ୍ଧ ବାପାଙ୍କ ଭତ୍ତା ଟଙ୍କା…

Army Chief Warns Pakistan: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା: ସେନା ମୁଖ୍ୟ ପାକିସ୍ତାନକୁ ପୁଣି ଦେଲେ…

ନୂଆଦିଲ୍ଲୀ:ଶତ୍ରୁକୁ ବଡ଼ ଚେତାବନୀ । ସ୍ଥଳସେନା ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦେଲେ କଡା ଚେତାବନୀ । ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ଅପରେସନ ସିନ୍ଦୂର ସମ୍ପର୍କରେ କହିଛନ୍ତି ଯେ,  ୮୮ ଘଣ୍ଟାର ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ଏବେଚ ବି…

କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ, ICUରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର। ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବର୍ତ୍ତମାନ…

ରଣଜୀ ଟ୍ରଫି:ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ, ଓଡିଶା ୧୩୦ ରନରେ ଅଗ୍ରଣୀ

ଭୁବନେଶ୍ୱର: ସ୍ଥାନୀୟ କିଟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନାଗାଲାଣ୍ଡ ବିପକ୍ଷରେ ଓଡିଶା ୧୩୦ ରନର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୭୫ ରନ କରି ଅଲଆଉଟ ହୋଇଥିଲା । ଅନୀଲ ପରିଡା ଶତକ(୧୧୮) ହାସଲ କରିଥିବା ବେଳେ…

ଶାସ୍ତ୍ରୀ, ଡ୍ରାଭିଡଙ୍କ ତୁଳନାରେ ବହୁତ ପଛରେ ପଡିଛନ୍ତି ଗମ୍ଭୀର

ନୂଆଦିଲ୍ଲୀ: ଇଡେନଗାର୍ଡେନରେ ପ୍ରଥମ ଟେଷ୍ଟ ଦକ୍ଷିଣ ଆଫ୍ରିକା ନିକଟରୁ ହାରିବା ପରେ ଭାରତୀୟ କ୍ରିକେଟ ଟିମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ଭାରତକୁ ବ୍ୟାକଫୁଟକୁ ଠେଲି ଦେଉଛି । ଦିନିକିଆ ଓ ଟି୨୦ରେ ଟିମ ଇଣ୍ଡିଆ ସ୍ଥିତି ଭଲ ରହିଥିବା ବେଳେ…

ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ବସ୍ ମାଲିକ ସଂଘ!

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ ପାଇଁ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯିବା ବିରୋଧରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ଗଣମାଧ୍ୟମ ସହିତ ଆଲୋଚନା ବେଳେ AOBOA ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି…

ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟର ମୁଖ୍ୟ ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର: ବିଶ୍ୱ ଶାନ୍ତି, ପରମାଣୁ ନିରସ୍ତ୍ରୀକରଣ ଓ ଆଇନର ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ସଭାପତି ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ…

Delhi Blast: ଦିଲ୍ଲୀ ବିସ୍ଫାରଣରେ ବାଂଲାଦେଶର ଲିଙ୍କ! ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ । ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା । ଏହି ବୈଠକରେ…

Bhubaneswar Cold Wave: ଶୀତରେ ଥରୁଛି ରାଜଧାନୀ, ଭାଙ୍ଗିଲା ୨୫ ବର୍ଷର ରେକର୍ଡ

ଭୁବନେଶ୍ୱର: ସାରା ଓଡ଼ିଶା ଶୀତରେ ଥରୁଛି। ରାଜଧାନୀରେ ଭୁବନେଶ୍ୱରରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡାରେ ୨୫ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର। ଭୁବନେଶ୍ୱରରେ ଗତ ରାତିରେ ପ୍ରଚଣ୍ଡ ଶୀତ ଅନୁଭୂତ ହୋଇଛି । ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯°C ରେକର୍ଡ…

ନିଖୋଜର ୧୫ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର

କଟକ: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ ଆଘାତ…