Latest Odisha News

BREAKING NEWS

କ’ଣ ରହିବ ମୋକିମଙ୍କ ନୂଆ ଦଳର ନାଁ; ଦେଲେ ବଡ଼ ସୂଚନା…

କଟକ: କଂଗ୍ରେସରୁ ବହିଷ୍କୃତ ହୋଇଥିବା ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ନୂଆ ରାଜନୈତିକ ଦଳର ନାଁ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ବିଚାରାଧୀନ ସମ୍ଭାବ୍ୟ ନାଁ ମଧ୍ୟରେ "ଓଡ଼ିଶା ଜନତା କଂଗ୍ରେସ" ଓ "ଓଡ଼ିଶା ଲୋକ କଂଗ୍ରେସ" ଅନ୍ତର୍ଭୁକ୍ତ ରହିଛି । ଏପରିକି…

NCC Camp 2026: କାହିଁକି ଗଣତନ୍ତ୍ର ଦିବସର ପରଦିନ NCC କ୍ୟାମ୍ପ ପରିଦର୍ଶନ କରନ୍ତି ପ୍ରଧାନମନ୍ତ୍ରୀ? 

ନୂଆଦିଲ୍ଲୀ: ଜାନୁଆରୀ ୨୦୨୬ ରେ, ଦେଶର ରାଜଧାନୀ ଦିଲ୍ଲୀରେ ଜାତୀୟ କ୍ୟାଡେଟ୍ କୋର୍ପସ (NCC) ଗଣତନ୍ତ୍ର ଦିବସ ଶିବିର ଆରମ୍ଭ ହୋଇଥିଲା। ଏହି ଶିବିର ପ୍ରତିବର୍ଷ ଜାନୁଆରୀ ୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମନୋନୀତ ହଜାର ହଜାର…

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ

ଭୁବନେଶ୍ୱର: ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ସ୍କୁଲର ଉଭୟ ପୋଷାକ ଓ ଜୋତା ପାଇଁ ବଢ଼ାଯାଇଛି ସରକାରୀ ଖର୍ଚ୍ଚ। ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ପୂର୍ବରୁ ଛାତ୍ରଙ୍କ…

 NKS Bandh Call: ନବ ନିର୍ମାଣ କୃ‌ଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ନବ ନିର୍ମାଣ କୃ‌ଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ। ଆସନ୍ତାକାଲିର ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ। ଆନ୍ଦୋଳନକୁ ସମର୍ଥନ ନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ। ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ।…

India-EU Trade Deal: କାର ବଜାରରେ ବଡ଼ ହଲଚଲ… ଶସ୍ତା ହେବ BMW ଏବଂ Mercedes?

ନୂଆଦିଲ୍ଲୀ: ଭାରତ ସରକାର ୟୁରୋପୀୟ ଦେଶଗୁଡ଼ିକରୁ ଆମଦାନି ହେଉଥିବା କାର ଉପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ, ଭାରତ ୟୁରୋପୀୟ ସଂଘ (EU) ରୁ ଆମଦାନି ହେଉଥିବା କାର ଉପରେ ଭାରୀ ଟିକସକୁ ୪୦ ପ୍ରତିଶତକୁ ହ୍ରାସ କରିପାରେ। ଯଦି କାର୍ଯ୍ୟକାରୀ ହୁଏ, ତେବେ…

ଆସନ୍ତା ୩ରେ ପୁରୀ ଆସିବେ ମହାମହିମ, ଆଜି ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ

ପୁରୀ: ଆସନ୍ତା ୩ ତାରିଖ ଦିନ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏହାସହ ମହାମହିମ ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ପରେ…

ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ୨୦୧୬ ଜାନୁୟାରୀରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ହାର୍ଦ୍ଦିକ ଏହି ଅବସରରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏହା ତ କେବଳ…

India-EU Trade Deals: ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା ଆଲୋଚନା, କାହିଁକି EU ସହିତ ବାଣିଜ୍ୟ…

ନୂଆଦିଲ୍ଲୀ: ଭାରତ-ୟୁଇ ମଧ୍ୟରେ ବଡ଼ ଡ଼ିଲ ସ୍ୱାକ୍ଷର ହେଲା 'ମଦର୍ ଅଫ ଅଲ୍ ଡିଲ୍' ବିଶ୍ୱ ଜିଡିପିର ୨୫% ଏବଂ ବିଶ୍ୱ ବାଣିଜ୍ୟର ଏକ ତୃତୀୟାଂଶ ପ୍ରଧାନମନ୍ତ୍ରୀ କହିଲେ, 'ଦୁଇଟି ବୃହତ ଅର୍ଥନୀତି ମଧ୍ୟରେ ଐତିହାସିକ ଚୁକ୍ତିନାମା' ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି…

T20 World Cup 2026: ଟି୨୦ ବିଶ୍ବକପ-୨୦୨୬ ପାଇଁ ସ୍କଟଲାଣ୍ଡ ଟିମ୍‌ ଘୋଷିତ

ନୂଆଦିଲ୍ଲୀ: ସ୍କଟଲାଣ୍ଡ କ୍ରିକେଟ୍ ଆଇସିସି ଟି୨୦- ବିଶ୍ୱକପ୍-୨୦୨୬ ପାଇଁ ଏହାର ଦଳ ଘୋଷଣା କରିଛି। ବାଂଲାଦେଶ ବଦଳରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ସ୍କଟଲାଣ୍ଡର ପ୍ରବେଶକୁ ଏଥର ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଏହି ଅପ୍ରତ୍ୟାଶିତ ସୁଯୋଗ ସହିତ, ସ୍କଟଲାଣ୍ଡ ଏବେ ବଡ଼ ମଞ୍ଚରେ…

Nipah Virus: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ: ୫ ଜଣ ଚିହ୍ନଟ, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

କୋଲକାତା: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ। କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନର୍ସଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କେନ୍ଦ୍ର ସରକାର ଓ…