ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
ଦେବଗଡ଼:ଦେବଗଡ ବାରକୋଟ ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଦେବଗଡ଼ ଥାନା ଅଞ୍ଚଳର ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ । ଗତକାଲି ରାତିରେ
ବାଲିରୋଇ ଗ୍ରାମର ଉଦିତ ପାତ୍ର ନିଶାସକ୍ତ ଅବସ୍ଥାରେ ନାମଯଜ୍ଞ ଦେଖିବାକୁ ଯାଇଥିବା ଶିଶୁକନ୍ୟାକୁ ଦୁଷ୍କର୍ମ…