ବଜାରରେ ନିଆଁ ଲଗାଇଲାଣି ପିଆଜ ଦର: ପାଇକାରୀ ଓ ଖୁଚୁରା ଦରରେ ଆକାଶ ପାତାଳ ଫରକ, ସରକାରୀ ନିୟନ୍ତ୍ରଣ ଫେଲ୍
ଭୁବନେଶ୍ୱର: ପାର୍ବଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଲୋକଙ୍କ ପାକେଟ ଉପରେ ବୋଝ ବଢିଛି । ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପୁଣି ଥରେ ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କଲାଣି ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ । ବଜାରରେ ପିଆଜ ଦର ଏବେ ସମ୍ପୂର୍ଣ୍ଣ ଉପରମୁହାଁ ହୋଇଛି,…