Latest Odisha News

BREAKING NEWS

ସ୍ପିରିଟ ଫିଲ୍ମ ବିବାଦ: ଦୀପିକା ପାଦୁକୋନଙ୍କ ନିଷ୍ପତ୍ତି ଓ ପ୍ରଯୋଜକଙ୍କ ବିସ୍ଫୋରକ ଅଭିଯୋଗ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ସ୍ପିରିଟରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରସ୍ଥାନକୁ ନେଇ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ପ୍ରଯୋଜକ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ସହ ବଜେଟ୍ ଏବଂ କାମର ସର୍ତ୍ତାବଳୀକୁ ନେଇ…

Poland backs India’s anti-terror stance:‘ଆମେ ଭାରତ ସହ ଅଛୁ’: ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହି ଦେଶ ଭାରତକୁ…

ନୂଆଦିଲ୍ଲୀ:ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ଖୋଲା ସମର୍ଥନ ଜଣାଇ ପୋଲାଣ୍ଡ ଏକ ବାର୍ତ୍ତା ପ୍ରଦାନ କରିଛି। ଭାରତରେ ପୋଲାଣ୍ଡର ରାଷ୍ଟ୍ରଦୂତ ପିଓଟର୍ ଆଣ୍ଟୋନି ସ୍ୱିଟାଲ୍‌ସ୍କି କହିଛନ୍ତି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର…

Parents Right: ବୁଢା ବାପା-ମା’କୁ ହତାଦର କରିପାରିବେନି ପୁଅ-ଝିଅ…ସୁପ୍ରିମକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ବୟସ ବଢ଼ିଗଲେ ଅପମାନ, ଅବହେଳା କିମ୍ବା ଅସୁରକ୍ଷା ସହି ରହିବାକୁ ପଡ଼ିବ ନାହିଁ। ବୃଦ୍ଧ ବାପା-ମା’ଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ସେମାନଙ୍କ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ଘରୁ ବାହାର କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇପାରିବ।  ଅର୍ଥାତ୍ ଯଦି…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ, ହଜାର ହଜାର ସାଧୁସନ୍ଥଙ୍କ ଜନସମାଗମ

ଅନୁଗୁଳ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ। ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ…

India Warns Japan: ‘ଯେମିତି ପାକିସ୍ତାନ ହାତରେ ନ ଲାଗୁ…’, ଜାପାନ ସହ ମିଟିଂ ମଝିରେ କାହିଁକି ଏମିତି କହିଦେଲେ…

ନୂଆଦିଲ୍ଲୀ: କାହିଁକି ଡରୁଛି ନୂଆଦିଲ୍ଲୀ? ଜାପାନକୁ ଆଗୁଆ ଚେତାଇ ଦେଲା କୌଣସି ପରିସ୍ଥିତିରେ ଯେମିତି ପାକିସ୍ତାନ ହାତରେ ନ ଲାଗୁ… ଭାରତ-ଜାପାନ ପ୍ରତିରକ୍ଷା ସମ୍ପର୍କ ଆହୁରି ମଜବୁତ ହେଉଥିବା ବେଳେ ପାକିସ୍ତାନକୁ ନେଇ ଟୋକିଓକୁ ଏକ ବଡ଼ ସତର୍କତା ଦେଇଛି ନୂଆଦିଲ୍ଲୀ। ଭାରତ…

ଗଞ୍ଜାମ ଜିଲ୍ଲା ସୌର ସ୍ଥାପନାରେ ପ୍ରଥମ: ଦକ୍ଷିଣ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ମିଳୁଛି ଅଧିକ ଗତି

ବ୍ରହ୍ମପୁର: ଛାତ ଉପରେ ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲାରେ ୧୬,୪୧୮ଟି ସୌର ସ୍ଥାପନା ହୋଇଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ଏହି ସଫଳତା ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାକୁ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ଆଡ଼କୁ ଓଡ଼ିଶାର…

Vande Mataram row: ‘ଖଣ୍ଡ ଖଣ୍ଡ କରିଦେବେ’…ବନ୍ଦେ ମାତରମ୍‌ ବିବାଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’କୁ ନେଇ ଦେଶରେ ପୁଣି ରାଜନୈତିକ ବିବାଦ ତୀବ୍ର ହୋଇଛି। ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ସଂସ୍କରଣ ଗାଇବାକୁ ବିରୋଧ କରୁଥିବା ଲୋକଙ୍କୁ କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଅଧ୍ୟକ୍ଷ ଜିତନ ରାମ ମାଝୀ କଡ଼ା ଚେତାବନୀ ଦେଇଛନ୍ତି।…

ଆଖି ବୁଜିଲେ ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର: ଆଉ ନାହାଁନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ…

ହୋମୱାର୍କ କରିଲେନି ବୋଲି ମାଡ଼ ମାରିଲେ ଶିକ୍ଷୟିତ୍ରୀ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ!

ବିଶାଖାପାଟଣା: ପଡ଼ୋଶୀ ରାଜ୍ୟରୁ ଆସିଲା ସ୍ତବ୍ଧ କଲାଭଳି ଘଟଣା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ହୋମୱାର୍କ ଶେଷ କରିନଥିବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ମାଡ଼ ଯୋଗୁଁ ୬ ବର୍ଷର ପ୍ରାଥମିକ ଛାତ୍ର ପ୍ରଣୟ ତେଜାଙ୍କର ମୃତ୍ୟୁ…

ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ହିଂସା ଘଟଣା: କ୍ଷମା ମାଗିଲା ସଂଘ

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସା ଘଟଣାରେ କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ। ଏକ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ…