Latest Odisha News

BREAKING NEWS

ଓଡିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ସଖୀ ନାଟ ଲୋକ ନାଟ୍ୟ କଳାକାର ସୀମାଞ୍ଚଳ ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ଲୋକକଥାବାଦୀ ମହେନ୍ଦ୍ର କୁମାର ମିଶ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ, ଶରତ ପାତ୍ରଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ପ୍ରଦାନ…

ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି

ଭୁବନେଶ୍ୱର: ବିଶ୍ୱ ଐତିହ୍ୟ ତାଲିକାରେ ଯୋଡ଼ିହେବା ପାଇଁ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ସର୍କିଟ୍ ଭିତରୁ ଅନ୍ୟତମ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହୋଇଛି । କରିବା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ଭାରତର ଏକମାତ୍ର ଗଣତନ୍ତ୍ର ଦିବସ ଯେଉଁଥିରେ ଜଣେ ପାକିସ୍ତାନୀ ନେତା ହୋଇଥିଲେ ମୁଖ୍ୟ ଅତିଥି…

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ପାଇବାର କିଛି ଘଣ୍ଟା ପୂର୍ବରୁ, ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ ବିଭାଜିତ ହୋଇଥିଲେ । ଏହି କାରଣରୁ ପାକିସ୍ତାନ ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଏବଂ ଭାରତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ କରେ । ଭାରତ-ପାକିସ୍ତାନ ସମ୍ପର୍କର ମୂଳଦୁଆ…

Munir’s army: ପିଲା ଏବଂ ମହିଳାଙ୍କୁ ଅପହରଣ କରୁଛି ପାକିସ୍ତାନ ସୁରକ୍ଷା ବାହିନୀ? ପାକ୍ ବିରୋଧରେ ଜୋରଦାର ପ୍ରତିବାଦ

ନୂଆଦିଲ୍ଲୀ:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବଳପୂର୍ବକ ନିଖୋଜ ଅଭିଯୋଗକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହବ୍ ସହରରେ ଛଅ ଜଣ ବଲୁଚ୍ ନାଗରିକଙ୍କ ପରିବାର ଲାସବେଲା ପ୍ରେସ୍ କ୍ଲବ୍ ବାହାରେ ପ୍ରତିବାଦ ପ୍ରଦର୍ଶନ କରି ସେମାନଙ୍କ ନିଖୋଜ ସମ୍ପର୍କୀୟଙ୍କୁ ତୁରନ୍ତ ମୁକ୍ତି ଦାବି କରିଛନ୍ତି ।…

ଫେବୃଆରୀରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି…

ନୂଆଦିଲ୍ଲୀ: ୨୦୨୬ ମସିହାର ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଫେବୃଆରୀ ୧୭ ତାରିଖ ଫାଲ୍ଗୁନ ମାସର ଅମାବାସ୍ୟା ଦିନ ହେବାକୁ ଯାଉଅଛି। ଯାହାକି ଧାର୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଉଭୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହି ସୂର୍ଯ୍ୟପରାଗ ମୁଖ୍ୟତଃ ଦକ୍ଷିଣ ଆଫ୍ରିକା, ଦକ୍ଷିଣ…

Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି

କୋଣାର୍କ: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କାରାଭାନ ସେବା । ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଏହି ବସ ଗଡିବ । ଆଜି ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହାକୁ…

ମୋହସିନ୍ ନକଭିଙ୍କ ବୟାନକୁ ନେଇ ଆଇସିସିର ଚେତାବନୀ; ଟି-୨୦ ବିଶ୍ୱକପରୁ ବାହାରିଲେ…

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରୁ ବାଂଲାଦେଶକୁ ବାଦ ଦିଆଯିବା ପରେ ପାକିସ୍ତାନ ମଧ୍ୟ ଏଭଳି କରିବାକୁ ଧମକ ଦେଉଛି। ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସୁଯୋଗ ଦିଆଯିବା ନେଇ ଆଇସିସି ଘୋଷଣା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ୍ ନକଭି ଟୁର୍ଣ୍ଣାମେଣ୍ଟ ବର୍ଜନ…

ସାବଧାନ! ୧୪ କୋଟିରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍; ବିପଦରେ ଆପଣଙ୍କ Gmail, Facebook, Instagram, ଏବଂ Netflix…

ନୂଆଦିଲ୍ଲୀ: Gmail, Facebook, Instagram ଏବଂ Netflix ଭଳି ବିଶ୍ୱବ୍ୟାପୀ କମ୍ପାନୀଗୁଡ଼ିକ ପାଇଁ ସତର୍କ ଘଣ୍ଟି ବାଜିଛି, ଯାହା ସେମାନଙ୍କୁ ସତର୍କ ରହିବାକୁ ବାଧ୍ୟ କରିଛି। ଏହି କମ୍ପାନୀଗୁଡ଼ିକର ୧୪.୯ କୋଟି ଅଧିକ ଉପଭୋକ୍ତା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଅସୁବିଧାର ସମ୍ମୁଖୀନ…

Republic Day: କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା…

ଭୁବନେଶ୍ୱର: ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ କୋରାପୁଟ ପ୍ରଶାସନ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଦେଇଛନ୍ତି। “କୋରାପୁଟ ଜିଲ୍ଲାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ…

Kedarnath Yatra 2026: ୨୦୧୩ ବନ୍ୟା ପରେ, ପୁଣି କେଦାରନାଥରେ ଖୋଲିବ ପାରମ୍ପରିକ ପଦଯାତ୍ରା ପଥ, ଏଣିକି ସହଜରେ ଯିବେ…

ରୁଦ୍ରପ୍ରୟାଗ: କେଦାରନାଥ ଯାଉଥିବା ଭକ୍ତମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି କେଦାରନାଥ ଯାଉଥିବା ଭକ୍ତମାନେ ପାରମ୍ପରିକ ପଦଯାତ୍ରା ପଥ ଦେଇ ଯାତ୍ରା କରିପାରିବେ। ୨୦୧୩ ବନ୍ୟା ସମୟରେ ଏହି ପାରମ୍ପରିକ ପଦଯାତ୍ରା ପଥ କିଛି ଅଂଶରେ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ, ପବ୍ଲିକ୍ ୱର୍କସ୍ ବିଭାଗ ଏବଂ…