ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଲା ‘ଏଲ୍ ନିନୋ’: ବନ୍ୟା, ମରୁଡ଼ି ଓ ପ୍ରଚଣ୍ଡ ଖରା ନେଇ ବୈଜ୍ଞାନିକଙ୍କ ସତର୍କ ସୂଚନା
ଭୁବନେଶ୍ୱର: ପ୍ରଶାନ୍ତ ମହାସାଗରରେ ଏକ ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରକ୍ରିୟା ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ସାରା ବିଶ୍ୱର ପାଣିପାଗରେ ବଡ଼ଧରଣର ବିପର୍ଯ୍ୟୟ ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏଥିପାଇଁ ପୃଥିବୀର ବିଭିନ୍ନ ଅଞ୍ଚଳରେ…