Latest Odisha News

BREAKING NEWS

Gen-Z’ Protests In Mexico ମେକ୍ସିକୋରେ ତେଜିଲା Gen- Z ଆନ୍ଦୋଳନ… 

ମେକ୍ସିକୋ:  ମେକ୍ସିକୋରେ ପୁଣି ତେଜିଲା ଜେନ୍ ଜି ଆନ୍ଦୋଳନ। ଜଣେ ମେୟରଙ୍କ ହତ୍ୟାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ। ସରକାରକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ଯାରେ ଯୁବକ। ଦେଶରେ ଲାଗି ରହିଥିବା ଦୁର୍ନୀତି, ଅପରାଧ ଓ…

କିଏ ପିନ୍ଧିବ ବିଜୟ ମୁକୁଟ ? ଚାଲିଛି ଘନଘନ ବୈଠକ…

ପାଟନା: ଶେଷ ହୋଇଛି ନିର୍ବାଚନ ସାମ୍ନାକୁ ଆସିଛି ଫଳାଫଳ । ଫଳାଫଳ ପ୍ରକାଶ ପାଇବା ପରେ ସାରା ଦେଶର ରାଜନୀତିରେ ଗୋଟିଏ ପ୍ରଶ୍ନ କିଏ ହେବ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସରକାର ଗଠନ ନେଇ ଚାଲିଛି ଜୋରଦାର  ପ୍ରୟାସ। କେନ୍ଦ୍ରମନ୍ତ୍ରୀ…

ଇଡେନ ପିଚ ବିବାଦ: ଗାଙ୍ଗୁଲି, ଗମ୍ଭୀର କ୍ୟୁରେଟରଙ୍କୁ ଦେଲେନି ଦୋଷ

କୋଲକାତା: ଇଡେନଗାର୍ଡେନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଏଥିରେ ଭାରତକୁ ପରାଜିତ କରିଛି । ମ୍ୟାଚ ପରେ ପିଚକୁ ନେଇ ବିବାଦ ସୃଷ୍ଟି ହୋଇଛି । ସିଏବି ସଭାପତି ସୌରଭ ଗାଙ୍ଗୁଲି ଏହି ବିବାଦରେ ପିଚ…

Bihar New Government: ନୂତନ ସରକାର ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନୀତିଶ,…

ପାଟନା: ବିହାରରେ ନୂତନ ସରକାର ଗଠନ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀରେ ମଧ୍ୟ ଏକ ସିରିଜ ବୈଠକ ହୋଇଥିଲା। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହା ପରେ ଜେଡିୟୁ ନେତା ଏବଂ କେନ୍ଦ୍ର…

ବଢିଲା ମହୁଆ ମୋଇତ୍ରାଙ୍କ ଅଡୁଆ, କ୍ୟାସ୍-ଫର୍-କ୍ବାଇରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକପାଳଙ୍କ ମଞ୍ଜୁରୀ

କୋଲକାତା: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । ‘କ୍ୟାସ୍-ଫର୍-କ୍ୱେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି…

Baladevjew temple complex: କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ।…

ଭୁବନେଶ୍ୱରକୁ ପୁଣି ଫେରିବ ପଥ ଉତ୍ସବ…

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରକୁ ଫେରିବାକୁ ଯାଉଛି ଲୋକପ୍ରିୟ କାର୍ଯ୍ୟକ୍ରମ ପଥ ଉତ୍ସବ। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ଚଞ୍ଚଲ ରାଣାଙ୍କ ଅନୁଯାୟୀ, ଡିସେମ୍ବର ଶେଷ ଭାଗରୁ ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ସହରର ତିନୋଟି ଭିନ୍ନ ଜୋନରେ ଏହା…

ଭାରତରେ ଖୁବ୍‌ଶୀଘ୍ର ଚାଲିବ ବୁଲେଟ୍ ଟ୍ରେନ୍, ସୁରଟ ଷ୍ଟେସନ୍ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ଭାରତର ରେଳ ଚଳାଚଳରେ ଖୁବ୍ ଶୀଘ୍ର ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଆଲୋଚନାରେ ଥିବା ବୁଲେଟ୍ ଟ୍ରେନ୍ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ର କାମ ଦ୍ରୁତ ଗତିରେ ଚାଲିଛି । ଏହି କରିଡର…

ଘରୋଇ ପରିବେଶରେ ସବୁଠାରୁ କମ ଟାର୍ଗେଟ ଚେଜ କରିପାରିଲାନି ଟିମ ଇଣ୍ଡିଆ

କୋଲକାତା: ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ ଟିମ ୩୦ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମଠାରୁ ପରାଜିତ ହୋଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ଇତିହାସରେ ପ୍ରଥମ ଥର ପାଇଁ ସବୁଠାରୁ କମ ରନ ଚେଜ କରିବାରେ ବିଫଳ ହୋଇଛି । ଭାରତ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ୧୨୪ ରନର…

WBF in Bihar Elections: ବିହାର ନିର୍ବାଚନରେ ​​NDA ବିଶ୍ୱ ବ୍ୟାଙ୍କରୁ ୧୦,୦୦୦ କୋଟି ଖର୍ଚ୍ଚ କରିଥିଲା ​​କି?,…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​NDA ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ଏବେ ଅନେକ ପ୍ରଶ୍ନ ଉଠାଇଛି। ବିରୋଧୀ ମହାଗଠବନ୍ଧନ ଅଭିଯୋଗ କରୁଛି ଯେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ସରକାର ମହିଳାମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଏହା ବ୍ୟତୀତ, ଜନସୁରାଜ ନେତା ପବନ ବର୍ମା…