ଆସନ୍ତୁ ଜାଣିବା ସୁପର ଓଭରରେ ରାଜା କିଏ
ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଧୀରେ ଧୀରେ ରୋମାଂଚକରର ବେଗକୁ ବଢ଼ାଇବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ଏହାର ଜ୍ୱଳନ୍ତ ଉଦାହରଣ । ଦକ୍ଷିଣ ଆଫ୍ରିକା ଡବଲ ସୁପର ଓଭରରେ ବାଜି ମାରି ଆଫଗାନିସ୍ତାନକୁ ପଛରେ ପକାଇ ଦେଇଛି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ…