ନିର୍ବାଚନ ଲଢ଼ିବେନିକି ପ୍ରସନ୍ନ ଆଚାର୍ଯ୍ୟ? ପରୋକ୍ଷରେ ଦେଲେ ଇସାରା
ଭୁବନେଶ୍ୱର: ୨୦୨୯ରେ ନିର୍ବାଚନ ଲଢ଼ିନପାରନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନୂଆପିଢ଼ିଙ୍କୁ ବାଟ ଛାଡ଼ିବା ନେଇ ପରୋକ୍ଷରେ ଦେଲେ ଇସାରା। ଏନେଇ ବିରୋଧୀ ଦଳ ଉପନେତା କହିଛନ୍ତି, ପିଢ଼ି ପରେ ପିଢ଼ି ଆସୁଛନ୍ତି ମୂଲ୍ୟବୋଧର ପରିବର୍ତ୍ତନ ହେଉଛି। ମୋ ମତରେ ରାଜନୀତିରେ ନୂଆପିଢ଼ି…