Latest Odisha News

BREAKING NEWS

ବନ୍ଧୁଙ୍କ ସହ ଫ୍ରେଣ୍ଡଶିପ ଡେରେ ନୂଆ ଫିଲ୍ମ ସାଇଡ ହୀରୋଜର ଘୋଷଣା କଲେ ଇମତିଆଜ

ମୁମ୍ବାଇ: ଫ୍ରେଣ୍ଡଶିପ ଡେରେ ନିଜର ପ୍ରିୟ ବନ୍ଧୁମାନଙ୍କ ସହ ନିର୍ମାତା ଇମତିଆଜ ଅଲୀ ଓ ମହାବୀର ଜୈନ ନୂଆ ଫିଲ୍ମର ଘୋଷଣା କରାଯାଇଛି । ଏହି ଫିଲ୍ମର ନାମ ସାଇଡ ହୀରୋଜ ରଖାଯାଇଛି । ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଓ ବରୁଣ ଶର୍ମା ଏଥିରେ ଅଭିନୟ କରିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ…

OTET ପ୍ରଶ୍ନପତ୍ର ଲିକ୍‌ କେଳେଙ୍କାରୀ: ବୋର୍ଡ ଉପସଭାପତିଙ୍କୁ ୩ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

କଟକ:ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚର ଜେରା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ନିହାର ମହାନ୍ତିଙ୍କୁ ୩ ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । ବହୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ…

ଏନଆଇଏର ଏସପି ଭାବେ ନିଯୁକ୍ତ ହେଲେ ଆଇପିଏସ୍‌ ସାଗରିକା ନାଥ

ଭୁବନେଶ୍ବର: ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ତୁରନ୍ତ ରିଲିଭ୍‌ କରିବା ପାଇଁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ । ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାଗରିକା ନାଥ । ବର୍ତ୍ତମାନ ଖୋର୍ଦ୍ଧା ଏସପି ଭାବେ…

ମହାନଦୀ ଜଳ ବିବାଦ: ବିଜେଡିର ଆଶଙ୍କା, ସରକାରଙ୍କ ସମାଧାନ ପ୍ରୟାସରେ ରହିଛି ଅସ୍ପଷ୍ଟତା; କଡ଼ା ଜବାବ ଦେଲା ବିଜେପି

ଭୁବନେଶ୍ୱର: ମହାନଦୀ ଜଳ ମାମଲାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ସରକାରଙ୍କ ସମାଧାନ ପ୍ରୟାସକୁ ନେଇ ଆଶଙ୍କା ପ୍ରକାଶ କରିଛି। ଅଗଷ୍ଟ ୧ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ…

ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗାରେ ନିଆଁପୋଡ଼ି ଘଟଣାରେ ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

ଅଳ୍ପକେ ଏହି ମହା ରେକର୍ଡ ଭାଙ୍ଗିବାରୁ ରହିଗଲେ ଗିଲ

ଦି ଓଭାଲ: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଶେଷ ଭାଗରେ ତାଙ୍କ ନିକଟରେ ଆଉ ଏକ ବଡ ରେକର୍ଡ ଭାଙ୍ଗିବା ସୁଯୋଗ ରହିଥିଲେ ମଧ୍ୟ ଗିଲ ଏହାକୁ ହାତଛଡା କରିଛନ୍ତି । ସୁନୀଲ ଗାଭସ୍କରଙ୍କ ୫୪ ବର୍ଷ ତଳର…

ଅଧା ଦାମରେ ମିଳୁଛି ବ୍ରାଣ୍ଡ AC-ୱାସିଂମେସିନ, ଫ୍ରିଜ ଉପରେ ବି ବଡ଼ ଡିସ୍‌କାଉଣ୍ଟ

ଆମାଜନ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ସେଲ୍ ୨୦୨୫ ସ୍ୱାଧୀନତା ଦିବସର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ ଆସିଛି। ଏହି ସେଲ୍ ୩୧ ଜୁଲାଇ ମଧ୍ୟରାତ୍ରୀରୁ ପ୍ରାଇମ୍ ମେମ୍ବରଙ୍କ ପାଇଁ ଆରମ୍ଭ ହୋଇଛି ଏବଂ ୧୨ ଘଣ୍ଟା ପରେ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି। ଏହି ସେଲ୍‌ରେ ଗ୍ରାହକମାନେ…

ଏବେ ଜମି କଣିବା ହୋଇଯିବ ସ୍ୱପ୍ନ ! ସର୍କଲ୍ ରେଟ୍ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନିଙ୍କ ଅନୁମୋଦନ ସହିତ ହରିୟାଣା ସରକାର ସର୍କଲ ରେଟ୍ ୫% ରୁ ୨୫% ବୃଦ୍ଧି କରିଛନ୍ତି। ଏହା ଗୁରୁଗ୍ରାମ, ଫରିଦାବାଦ, ବଲ୍ଲଭଗଡ଼ ଏବଂ ଦିଲ୍ଲୀ ସଂଲଗ୍ନ ଅଞ୍ଚଳ ପରି ସହରାଞ୍ଚଳକୁ ସବୁଠାରୁ ଅଧିକ ପ୍ରଭାବିତ କରିବ। ସର୍କଲ ରେଟ୍ ହେଉଛି ସମ୍ପତ୍ତି…

ସ୍କୁଲ ପିଲା ଅଣ୍ଡା ନଖାଇଲେ ମିଳିବ ଫଳ

ଭୁବନେଶ୍ବର:ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲରେ ମିଳିବ ଫଳ । ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଏ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା ! ଅର୍ଥମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି। ଗତ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏହାର ଘୋଷଣା କରିଥିଲେ। ଏବେ ଏହି…