ଲିଭ୍-ଇନ୍-ରିଲେସନସିପ୍ରେ ଥିଲେ କରିପାରିବେନି ଦୁଷ୍କର୍ମ ଅଭିଯୋଗ:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଯଦି ଦୁଇଜଣ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷ ଦୀର୍ଘ ସମୟ ପାଇଁ ଲିଭ-ଇନ୍ ଦମ୍ପତି ଭାବରେ ଏକାଠି ରୁହନ୍ତି, ତେବେ ମହିଳା କରିପାରିବେନି ଦୁଷ୍କର୍ମ ଅଭିଯୋଗ। ଏଭଳି ଅଭିଯୋଗ ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବିବାହର ପ୍ରତିଶ୍ରୁତିରେ ସମ୍ପର୍କ ଆରମ୍ଭ…