କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ସହାୟତା
ଭୁବନେଶ୍ୱର: କଟକ ଜିଲ୍ଲାର ନିର୍ଗୁଣ୍ଡି ନିକଟରେ ରବିବାର ଦିନ ବେଙ୍ଗାଲୁରୁ-କାମାକ୍ଷା ଏସି ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଏବଂ ଆହତଙ୍କ ପାଇଁ ରେଳ କର୍ତ୍ତୃପକ୍ଷ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।
ପୂର୍ବତଟ ରେଳପଥ ପକ୍ଷରୁ ଏକ ବିବୃତ୍ତିରେ…