ଭୁବନେଶ୍ୱରର ଏକ ଘରୋଇ ହଷ୍ଟେଲରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ଘରୋଇ ମହିଳା ହଷ୍ଟେଲରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟିଛି।
ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ତେବେ ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଆଖପାଖ ଅଞ୍ଚଳରେ ରହୁଥିବା ପରିବାର…