Latest Odisha News

BREAKING NEWS

ବିକ୍ରି ହୋଇଥିବା ଶିଶୁକନ୍ୟା ଉଦ୍ଧାର;ଦାରିଦ୍ର୍ୟତା ଯୋଗୁଁ ୨୦ ହଜାରରେ…

ବଲାଙ୍ଗୀର:ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁକନ୍ୟା । ଦାରିଦ୍ର୍ୟ ଯନ୍ତ୍ରଣାରେ କେମିତି କରିବେ ଶିଶୁ କନ୍ୟାର ଲାଳନ ପାଳନ ,ଶେଷରେ କୌଣସି ଉପାୟ ନପାଇ ମାତ୍ର ୨୦ ହଜାର ଟଙ୍କାରେ ଦମ୍ପତ୍ତି ବିକ୍ରି କରିଦେଲେ ନିଜ ଶିଶୁ କନ୍ୟାକୁ। ଟିଟଲାଗଡ ଥାନା ବାଗଡେର ଗାଁର ଏକ ଦାଦନ ଶ୍ରମିକ ପରିବାର…

ପାକିସ୍ତାନର ବୈଦେଶିକ ନୀତି: ଭାରତର ବିପଦକୁ ସାମ୍ନା କରିବାକୁ ଯାଇ ଆମେରିକାର ନିକଟତର ହେବାକୁ ପ୍ରୟାସ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ନୀତି ସର୍ବଦା ଜଟିଳ ଏବଂ ରଣନୀତିକ ଦୃଷ୍ଟିରୁ ସମ୍ବେଦନଶୀଳ ରହିଛି। ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନ ଦୁଇ ମହାଶକ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରୁଛି। କାରଣ ଚୀନ ଭାରତର ପ୍ରତିଦ୍ୱନ୍ଦୀ ସହିତ ଶତ୍ରୁ…

ବିଶେଷଜ୍ଞଙ୍କଠୁ ଜାଣନ୍ତୁ ବର୍ଷା ଦିନେ କାହିଁକି ହୋଇଥାଏ ଆଖି ସଂକ୍ରମଣ ? ଏଥିରୁ କେମିତି ପାଇବେ ରକ୍ଷା

ଭୁବନେଶ୍ୱର: ବର୍ଷା ଋତୁ ଗରମରୁ ଏକ ସତେଜ ଆରାମ ଆଣିଥାଏ, କିନ୍ତୁ ଏହା ସହ ଅନେକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ଆସିଥାଏ। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁ ବିଭିନ୍ନ ପ୍ରକାରର ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହା ମଧ୍ୟରେ ଏକ ଗୁରୁତର ସମସ୍ୟା ହେଉଛି ଆଖି ସଂକ୍ରମଣ, ଯାହା  ବର୍ଷା ଋତୁରେ…

ଏସିଡିିଟି ଔଷଧ ରାନିଟିଡିରେ କ୍ୟାନସର ସୃଷ୍ଟିକାରୀ କାରକ, ରିପୋର୍ଟ ବଢାଇଲା ଚିନ୍ତା

ନୂଆଦିଲ୍ଲୀ: କ୍ୟାନସର ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଉ ଶରୀରରେ ଏସିଡ ସମସ୍ୟା ଥିଲେ ମଣିଷ ପର୍ଯ୍ୟାୟକ୍ରମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଏ। ଏପରି ସ୍ଥିତିରେ ଏସିଡିରୁ ମୁକ୍ତି ପାଇବା ପାଇଁ ଅନେକ ରାନିଟିଡି ନାମକ ଔଷଧକୁ ଖାଇଥାନ୍ତି। ହେଲେ କେନ୍ଦ୍ରୀୟ ଔଷଧ ମାନକ…

ଅପରେସନ୍ ସିନ୍ଦୁର ଉପରେ ବିତର୍କ: ଆରମ୍ଭରୁ ବିରୋଧୀଙ୍କ ନାରାବାଜି, ମନ୍ତ୍ରୀ କଲେ କଟାକ୍ଷ, ବୈଜୟନ୍ତ ଓ ସପ୍ତଗିରି…

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ସୋମବାର ସଂସଦ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁଥିରେ ବିଜେପି-ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳମାନେ ନିଜର ଶୀର୍ଷ ନେତାମାନଙ୍କୁ କହିବାକୁ ସୁଯୋଗ ମିଳିଛି। ଯାହାର ଆରମ୍ଭ ରକ୍ଷା…

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ

କଟକ: ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା। ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ। ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ। BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍। ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ।…

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ଘଟଣା;ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା  କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା।…

ଦିଲ୍ଲୀରେ ୮୬ ଲକ୍ଷ ଚୋରି କରିବା ଅଭିଯୋଗରେ ଯୁବକ ନୀଳଗିରିରୁ ଗିରଫ

ବାଲେଶ୍ବର: ଦିଲ୍ଲୀରେ ୮୬ ଲକ୍ଷ ଚୋରି କରିବା ଅଭିଯୋଗରେ ଯୁବକ ଜଣକ ନୀଳଗିରିରୁ ଗିରଫ । ଦିଲ୍ଲୀ ପୋଲିସ ଓ ନୀଳଗିରି ପୋଲିସ ମିଳିତ ଚଢ଼ାଉ କରି ଧରିଛନ୍ତି । ନୀଳଗିରି ଥାନା ଭିମେଇ ଗାଁରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ୨୦ ଲକ୍ଷ ଜବତ କରିଛନ୍ତି । ଖବରମୁତାବକ, ନୀଳଗିରି ଉପଖଣ୍ଡ…

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୪ ପଞ୍ଚାୟତରେ ୨ ଦିନ…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ଅଧା ଓଡିଶାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ବନ୍ୟା ଛନକା ଭିତରେ ବର୍ଷା ଭୟ। ଆସନ୍ତା ୨ ଦିନ ଅଧା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ କାଲି ପାଣିପାଗ ବିଭାଗର ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ। କାଲି ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।…