ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା…
ନୂଆଦିଲ୍ଲୀ: ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ଆଉ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି।
ତେବେ ମୃତକଙ୍କ ନାମ ସୁଶେନ ଚନ୍ଦ୍ର ସରକାର ଓ ତାଙ୍କ ବୟସ ୬୨ ବର୍ଷ ଥିବା ଜଣାପଡିଛି। ସେ ଜଣେ ଧାନ…