Nepal Landslide: ରାଗିଛି ପ୍ରକୃତି ମା’…ନେପାଳକୁ କନ୍ଦାଉଛି ରକ୍ତର ଲୁହ… ପୁଣି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍, ଅଟକିଲା…
କାଠମାଣ୍ଡୁ: ରୋଷ କରିଛି ପ୍ରକୃତି ମା’। ପଡୋଶୀ ନେପାଳ ଉପରେ ଦାଉ ସାଧୁଛି। ନେପାଳ ଉପରୁ ଯେମିତି ବିପଦର କଳାବାଦଲ ହଟୁନାହିଁ। ବିନାଶକାରୀ ବନ୍ୟାର ଦୁଃଖ ଭୁଲିବା ପୂର୍ବରୁ ପୁଣି ଆସିଛି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍। ଦାର୍ଚୁଲା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହେବା ପରେ ଚୌଲାନୀ ନଦୀର…