Latest Odisha News

BREAKING NEWS

ବିନା ଓଟିପି, ବିନା ଲିଙ୍କ୍‌ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ସାଇବର ଅପରାଧୀମାନେ ଏବେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ନୂଆ ଏବଂ ଭୟଙ୍କର କୌଶଳ ଆପଣାଇଲେଣି। ପୂର୍ବରୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କଲେ ବା ନିଜର ଓଟିପି ସେୟାର କଲେ ବ୍ୟାଙ୍କ ଖାତା ଖାଲି ହେଉଥିଲା। ମାତ୍ର ଏବେ କେବଳ ଗୋଟିଏ ଅଜଣା ନମ୍ବରରୁ ଆସିଥିବା ଫୋନ୍ କଲ୍ ରିସିଭ୍…

ଲୋକସେବା ଭବନରୁ ଫାଇଲ୍ ଗାଏବ ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଖୁବଶୀଘ୍ର ପଦାକୁ ଆସିବ ସତ୍ୟ: ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିବା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ଏକ ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର। ତେବେ ଖୁବଶୀଘ୍ର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେବ…

ପୁଣି ତାତିବ ଯନ୍ତରମନ୍ତର: ଖାକିର ସମ୍ମାନ ପାଇଁ ଏଥର ରାଜରାସ୍ତାକୁ ଓହ୍ଲାଇବେ ଅବସରପ୍ରାପ୍ତ ପୋଲିସ!

ନୂଆଦିଲ୍ଲୀ: ଗତ ଜୁଲାଇ ୨୦ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା 'ସଂସଦ ଚଲୋ' ଆନ୍ଦୋଳନ ସମୟରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଆହତ ପୋଲିସ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ ସମ୍ମାନ ତଥା ସମର୍ଥନରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ…

ସଂସଦରେ ତୁମୁଳ କାଣ୍ଡ! ପେପର ଲିକ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡ଼ା କଲେ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି-ପେପର ଲିକ୍ ବିଲ୍ ଏବଂ ପରୀକ୍ଷା ସଂସ୍କାରକୁ ନେଇ କ୍ଷମତାସୀନ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଲୋକସଭାରେ ବିତର୍କ ସମୟରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ…

ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ କାହିଁକି ମିଳିଲା ସ୍ୱାଗତ? ସଂସଦରେ ଉଠିଲା ସାଙ୍ଘାତିକ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନିଟ୍ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ସରଗରମ ରହିଛି। ଆଣ୍ଟି-ପେପର ଲିକ୍ ବିଲ୍ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭାରେ କେନ୍ଦ୍ର…

ପୁଣି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ କାହିଁକି ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି?

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ନିଜ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତିନି ଦିନିଆ ରାଜ୍ୟ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବା ବେଳେ, ଅଗଷ୍ଟ ୪ ତାରିଖ ଦିନ ସେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତ କରିବାର…

ଡୁରାଣ୍ଡ କପରେ ପ୍ରଫେସନାଲ ଫୁଟବଲ ଡେବ୍ୟୁ କରିବାକୁ ଯାଉଛନ୍ତି ଟାଇଗର ଶ୍ରଫ

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ନିଜର ଫୁଟବଲ୍ ପ୍ରତି ଥିବା ଭଲପାଇବାକୁ ଆଉ ଗୋଟିଏ ପାହାଚ ଆଗକୁ ନେବାକୁ ଯାଉଛନ୍ତି । ମୁମ୍ବାଇ ଏଫସି ଦଳରେ ତାଙ୍କୁ ଆଗାମୀ ପ୍ରତିଷ୍ଠିତ ଡୁରାଣ୍ଡ କପ  ପାଇଁ ସାମିଲ କରାଯାଇଛି । ଏହି ଟୁର୍ନାମେଣ୍ଟ ମାଧ୍ୟମରେ ସେ ନିଜର ପ୍ରଫେସନାଲ ଫୁଟବଲ୍ ଡେବ୍ୟୁ …

Brown Sugar Seized: ମା ’ପୁଅଙ୍କ ନିକଟରୁ ୪୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା: ମାଆ ପୁଅଙ୍କ କଳା କାରନାମା । ବ୍ରାଉନ ସୁଗର ବେପାର କରଥିବାବେଳେ, ଧରିପକାଇଲା ଖୋର୍ଦ୍ଧା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗର କରାଯାଇଥିବାବେଳେ, ଉଭୟଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଖୋର୍ଦ୍ଧା ନବିନାବାଗ ଅଞ୍ଚଳର ଲୋକନାଥ ପାଇକରାୟ ଏବଂ…

ଭାରତୀୟ କ୍ରିକେଟ ଟିମକୁ ମିଳିଲେ ନୂଆ ଫିଲ୍ଡିଂ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ନୂଆ ଫିଲ୍ଡିଂ କୋଚ୍ ମିଳିବାକୁ ଯାଉଛି । ରିପୋର୍ଟ ଅନୁସାରେ, ଅଭିଜ୍ଞ କୋଚ୍ ସୁଭଦୀପ ଘୋଷଙ୍କୁ ଟିମ୍ ଇଣ୍ଡିଆର ନୂଆ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ସେ ଟି. ଦିଲୀପଙ୍କ ସ୍ଥାନ ନେବେ, ଯାହାଙ୍କ କାର‌୍ୟ୍ୟକାଳ ଇଂଲଣ୍ଡ ଗସ୍ତ ଶେଷ ହେବା ସହ…

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ବାଧକ: ୨ ଦିନ ସ୍ଥଗିତ ରହିଲା ଚାରଧାମ ଯାତ୍ରା

ଡେରାଡୁନ: ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏହି ପ୍ରରିପେକ୍ଷିରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ…