Latest Odisha News

BREAKING NEWS

ନିଟ୍‌-ଏମଡିଏସ୍‌ ଏବଂ ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ବର: ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ ମାସ ୨ ତାରିଖରେ ନିଟ୍-ଏମ୍‌ଡିଏସ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ, ଅଗଷ୍ଟ ୩୦…

Universe Destruction Signs: କିଛି ନୂଆ ବିପଦର ସଂକେତ ଦେଉଛି କି ମହାକାଶ? ସୂର୍ଯ୍ୟ ପରି ତାରାର ହଠାତ୍ ମଳିନ…

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡର ଗଭୀରତାରେ ଏକ ଅତ୍ୟନ୍ତ ଅଦ୍ଭୁତ ଘଟଣା ଘଟିଛି ଯାହା ବିଶ୍ୱବ୍ୟାପୀ ବୈଜ୍ଞାନିକମାନଙ୍କୁ ବିସ୍ମିତ କରିଛି। ପୃଥିବୀଠାରୁ ପ୍ରାୟ ୩୦୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ ତାରା ଆଲୋକ ହଠାତ୍ ୪୦ ଗୁଣକ ହ୍ରାସ ପାଇଛି। ଏହି ତାରା ଆମ ସୂର୍ଯ୍ୟ ସହିତ ବହୁତ…

ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଶିଶୁକନ୍ୟାଙ୍କୁ ସୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଛନ୍ତି ନିଜେ ଶ୍ୱଶୁର। ତେବେ ଦୁହେଁ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୀଡିତା ସସ୍ମିତା ଦାସ ଆଠ ବର୍ଷ ତଳେ ସୁଶାନ୍ତ…

ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆ‌ଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ

କଟକ: କଟକ ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲା । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଘଟଣାର ତଦନ୍ତ ନେଇ ବିଭାଗକୁ ନିର୍ଦ୍ଦେଶ ଦିଆ‌ଯାଇଛି । ତଦନ୍ତ…

ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ

ପୁରୀ: ପୁରୀର ନବକଳେବର ରୋଡରେ ଶୁକ୍ରବାର ଆମ ବସ୍ ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି। ଲକ୍ଷ୍ମୀ ମହାରଣା (୬୦) ନାମକ ଉକ୍ତ ମହିଳାଙ୍କର ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଘରକୁ ଫେରିବା ସମୟରେ ମହିଳା ଜଣକ ଏହି ଦୁର୍ଘଟଣାର ଶିକାର…

Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି । ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ହାର୍‌ ଜିତ୍‌କୁ ଭୟ ନାହିଁ,…

Leopard Skin: କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ

ନବରଙ୍ଗପୁର: ଏକ କଲରାପତରିଆ ବାଘଛାଲକୁ ନେଇ ଡିଲ୍‌ ଚାଲିଥିବା ବେଳେ ମାଡ଼ିବସିଲା ବନ ବିଭାଗର ସ୍ବତନ୍ତ୍ର ଟିମ୍‌ । ଏହି ମାମଲାରେ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ ଚାଲିଥିଲା ଏହି ଡିଲ୍ । ସୂଚନା…

US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା! 

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ଆନୁଷ୍ଠାନିକ ଭାବରେ ଓହରି ଯାଇଛି। ଏହା କରିବା ଦ୍ୱାରା ଆମେରିକା ଏବଂ ସାରା ବିଶ୍ୱରେ ଜନସ୍ୱାସ୍ଥ୍ୟ କ୍ଷତି ହେବ ବୋଲି ଏକ ବର୍ଷ ଧରି ଚେତାବନୀ ଦିଆଯିବା ପରେ ଦେଶ ଗୁରୁବାର ଦିନ ଆନୁଷ୍ଠାନିକ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଲାଭକାରୀ ସଂସ୍ଥା ହେବ ଭାରତୀୟ ଡାକ। ପ୍ରଥମ ତିନି ଚଉଠରେ ରାଜସ୍ବ ୮.୨% ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ଚଉଠ ଶେଷ ସୁଦ୍ଧା ଏହା ୧୦,୧୫୫ କୋଟି ଟଙ୍କାରେ ପହଞ୍ଚିଛି।…