Latest Odisha News

ଚାଞ୍ଚଲ୍ୟ ଘଟଣା: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ

ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ କୋଠରୀରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି ।…

Plane Crash: ଚେନ୍ନାଇ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ଏହା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ…

Road Accident Awareness: ୧୬ରୁ ‘ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ’ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ,…

Bihar Assembly results: ହାତ ଟେକିଦେଲା ହାତ, ନିଜ ପଦ ହରାଇବେ ତେଜସ୍ବୀ?

ପାଟନା: ବିହାରରେ ମହାଗଠବନ୍ଧନର ଶୋଚନୀୟ ପରାଜୟ…ଫେଲ୍ ମାରିଲା ସବୁ ଷ୍ଟ୍ରାଟେଜି…ପ୍ରତିଶ୍ରୁତିର ପେଡି ବି କାମ ଦେଲାନି…କଂଗ୍ରେସ କଥା ତ ଛାଡ, ନିଜ ଆସନ ବି ସମ୍ଭାଳିପାରିଲେନି!.. ବିହାରରେ ବିପୁଳ ଭୋଟରେ ଆଗରେ ରହିଛି ଏନଡିଏ ମେଣ୍ଟ । ବର୍ତ୍ତମାନ, ପ୍ରାରମ୍ଭିକ ଧାରା ଅନୁସାରେ NDA ଏକ…

ଫ୍ଲପ୍ ମାରିଲା ପ୍ରଶାନ୍ତ କିଶୋରଙ୍କ ନିର୍ବାଚନୀ ଡେବ୍ୟୁ, ପାଳନ କରିବେ କି ସନ୍ୟାସ ପ୍ରତିଶ୍ରୁତି !

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିକୁ ଏବେ କିଛି କଥାକୁ ନେଇ ଟ୍ରୋଲ ହେବାକୁ ପଡୁଛି। କାରଣ ନିର୍ବାଚନ ପୂର୍ବରୁ ସନ୍ୟାସ…

୯୮ ବର୍ଷରେ ଦୁନିଆକୁ ଅଲବିଦା କହିଲେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ

ମୁମ୍ବାଇ: ପରଲୋକରେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ । ୯୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ଦୀର୍ଘଦିନ ଦିନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । କାମିନୀ କୌଶଲ ଭାରତୀୟ ସିନେମାରେ ସାତ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର କରିଛନ୍ତି । ସେ ଶେଷ ଥର ପାଇଁ ଆମିର ଖାନଙ୍କ…

Nuapada Result: ରେକର୍ଡ ବିଜୟ ପଥରେ ଜୟ ଢୋଲକିଆ, ୨୧ ରାଉଣ୍ଡରେ ଲକ୍ଷେ ଟପିଲେ…

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡାରେ ସବୁ ରେକର୍ଡ ଭାଙ୍ଗିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୧ ରାଉଣ୍ଡ ସୁଦ୍ଧା ଲକ୍ଷେ ଟପିଲେ ଜୟ । ଦୁଇ ପ୍ରତିଦ୍ୱନ୍ଦ୍ୱୀ ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ଠୁ ବି ଜୟଙ୍କୁ ବହୁ ଅଧିକ ଭୋଟ୍‌ ମିଳିଛି । ଜୟ ଏବେ ୬୯ ହଜାର ୨୨୫…

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ‘ଲୋଗୋ’ ଉନ୍ମୋଚନ; ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟ ପାଇଁ…

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ…

Human Sagar: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ: ଏମ୍ସକୁ ହେଲେ ସ୍ଥାନାନ୍ତର

ଭୁବନେଶ୍ବର: ବିଗିଡ଼ିଲା ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା । ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ…

+2 Internal Exam: +୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଇଣ୍ଟରନାଲ୍‌ ଏବଂ ପ୍ରୋଜେକ୍ଟ ପରୀକ୍ଷାକୁ ସୁଚାରୁଭାବେ କରିବା ପାଇଁ…