Latest Odisha News

Nuapada Result: ରାଉଣ୍ଡ ୧୮ ସୁଦ୍ଧା ୫୯ ହଜାରରୁ ଅଧିକ ଭୋଟ ଆଗରେ ଜୟ, ସ୍ନେହାଙ୍ଗିନୀକୁ ଟପିଲେ ଘାସିରାମ…

ନୂଆପଡା: ନୂଆପଡାରେ ବଡ ବିଜୟ ଲକ୍ଷରେ ଆଗକୁ ବଢୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ରାଉଣ୍ଡ ୧୮ ସୁଦ୍ଧା ୫୯ ହଜାର ୯୧୨ ଭୋଟ ଆଗରେ ରହିଛନ୍ତି । ଏହାରି ଭିତରେ ହଠାତ୍ ଆଗେଇଛି କଂଗ୍ରେସ ।  କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ…

Bihar Election Result: ‘ମହାଗଠବନ୍ଧନ ପରାଜୟ ପାଇଁ ଦାୟୀ SIR’, ଅଖିଳେଶ ଯାଦବ କହିଲେ, “ଏବେ…

ପାଟନା: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତିରେ NDA ମେଣ୍ଟ ଏକ ବଡ଼ ବିଜୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ, ମହାଗଠବନ୍ଧନ ଶୋଚନୀୟ ସ୍ଥିତିରେ ଅଛି। ବିହାର ବିଧାନସଭାର ୨୪୩ ଆସନ ପାଇଁ ଭୋଟ୍ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ…

Nuapada bypoll results: ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କଲେ ଘାସିରାମ; କହିଦେଲେ ବଡ କଥା…

ନୂଆପଡା: ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରାଉଣ୍ଡ ଫଳାଫଳ ଅନୁଯାୟୀ ତୃତୀୟ ସ୍ଥାନରେ ଘାସିରାମ ୨୨,୬୧୮ ଭୋଟ୍ ରେ ରହିଛନ୍ତି । ଏପରି ଫଳାଫଳ…

Bihar Result: ବିହାର ନିର୍ବାଚନ ଫଳାଫଳ: ସଂଖ୍ୟାଗରିଷ୍ଠତା ଟପି ଆଗୁଆ ଅଛି ଏନ୍‌ଡ଼ିଏ

ପାଟନା: ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନର ଫଳାଫଳ ଆଜି ଘୋଷଣା ହେବ। ଭୋଟ୍ ଗଣତି ଜାରି ରହିଚନ୍ତି । ଏନ୍‌ଡିଏ ଏବଂ ବିରୋଧୀ ମହାଗଠବନ୍ଧନ ମଧ୍ୟରେ ବିଗ୍ ଫାଇଟ୍ ଚାଲିଛି । ବିହାର ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ଥିବା ଟ୍ରେଣ୍ଡ ଅନୁଯାୟୀ, NDA ସରକାର ପୁଣି ଥରେ ଗଠନ ହେବା…

Deputy Chief Minister Visit New Delhi: ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଯୋଗଦେଇ ନିଜର…

Bihar Results: ବିହାରରେ କଂଗ୍ରେସର ଲଜ୍ଜାଜନକ ସ୍ଥିତି, ସମସ୍ତଙ୍କୁ କାବା କଲା ଫଳାଫଳ…

ପାଟନା: ବିହାରରେ ମାଟି କାମୁଡି ପଡିଛି କଂଗ୍ରେସ । ସମସ୍ତଙ୍କୁ କାବା କଲା ଫଳାଫଳ । ଏବେ ପର୍ଯ୍ୟନ୍ତ ବିହାରରେ ବହୁ ଆସନ ଆଗରେ ଏନଡିଏ ରହିଥିବା ବେଳେ ମହାଗଠବନ୍ଧନର ପଛରେ ପଡିଛି । ନିର୍ବାଚନରେ ନୂଆକରି ପାଦ ଥାପିଥିବା ପ୍ରଶାନ୍ତ କିଶୋର ବି ଏଥର ନିରାଶ ହୋଇଛନ୍ତି । ୧୯୦ ଆସନ ସହିତ ଏନଡିଏ…

Kasturi turmeric: କସ୍ତୁରୀ ହଳଦୀର ଉପକାରିତା, ଜାଣନ୍ତୁ ଏହା ସାଧାରଣ ହଳଦୀଠାରୁ କେତେ ଭିନ୍ନ

ଭୁବନେଶ୍ବର: ସୁସ୍ଥ ଶରୀର ବଜାୟ ରଖିବା, ରୋଗ ସହିତ ଲଢ଼ିବା ଏବଂ ପ୍ରଦାହ କମ କରିବା ପାଇଁ ଆପଣଙ୍କ ଖାଦ୍ୟରେ ହଳଦୀ ସାମିଲ କରନ୍ତୁ। କଞ୍ଚା ହଳଦୀ ଖାଇବା ବିଶେଷ ଲାଭଦାୟକ। ହଳଦୀ ଦୁଇ ପ୍ରକାରର। ରୋଷେଇରେ ବ୍ୟବହୃତ ସାଧାରଣ ହଳଦୀର ରଙ୍ଗ ହଳଦିଆ। ଅନ୍ୟ ଏକ ପ୍ରକାରର ହଳଦୀକୁ କସ୍ତୁରୀ ହଳଦୀ…

Nuapada Bypoll Results: ନୂଆପଡା ଗଡ ଏବେ ଜୟଙ୍କର…ରାଉଣ୍ଡ ୧୧ ସୁଦ୍ଧା ୫୦ ହଜାରରୁ ଅଧିକ ଭୋଟ ସହ ଆଗରେ…

ନୂଆପଡା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ବହୁ ପଛରେ କଂଗ୍ରେସ ଏବଂ ବିଜେଡି । ଆଉ ପହଞ୍ଚିପାରିବେନି କଂଗ୍ରେସ, ବିଜେଡି । ଏକାଦଶ ରାଉଣ୍ଡ ସୁଦ୍ଧା ୩୬ ହଜାର ୭୯୬ ଭୋଟ୍‌ରେ ଆଗୁଆ ରହିଛନ୍ତି ଜୟ । ବର୍ତ୍ତମାନ ସୁଦ୍ଧା ଏକାଦଶ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୪,୯୮୦…

Bihar Election Result: ବିହାରରେ ବହୁ ଶୋଚନୀୟ ଅବସ୍ଥାରେ ମହାଗଠବନ୍ଧନ, ୧୯୦ରୁ ଅଧିକ ଆସନ ସହିତ NDA ଆଗରେ…

ପାଟନା: ବିହାର ବିଧାନସଭା ନିର୍ବାଚନ ସମୟରେ ଭୋଟ ଗଣନା ଆରମ୍ଭ ହୋଇଛି। ସକାଳ ୮ ଟାରୁ ଗଣନା ଚାଲିଛି। ଏହି ସମୟରେ, ବିହାରରେ NDA ପୁଣି ଥରେ ସରକାର ଗଠନ କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ସୂଚାଇ ଦେଉଛି ଯେ NDA ଏକ ବଡ ବିଜୟ ହାସଲ କରିବ । ବର୍ତ୍ତମାନ…

Nuapada By‑Election: ନୂଆପଡାରେ ବଡ ବିଜୟ ମୁହାଁ ଜୟ ଢୋଲକିଆ, ପଛରେ ପଡିଛନ୍ତି ବିଜେଡି, କଂଗ୍ରେସ…

ନୂଆପଡା: ଆରମ୍ଭ ହୋଇଗଲାଣି ନୂଆପଡା ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ରାଉଣ୍ଡ ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସପ୍ତମ ରାଉଣ୍ଡ ସୁଦ୍ଧା ୨୫ ହଜାର ୩୪୬ ଭୋଟ୍‌ରେ ଆଗୁଆ । ବର୍ତ୍ତମାନ…