ଫିଲ୍ମ ଷ୍ଟାଇଲରେ ଗାଡ଼ି ଚାଳନା; ୨ କାର ସହ ୭ ଅଟକ
ସମ୍ବଲପୁର: ହୀରାକୁଦ ଡ୍ୟାମ୍ ନିକଟ ଏକ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ ସାତ ଜଣ ଯୁବକଙ୍କୁ ଅଟକ ରଖିବା ସହ ସେମାନଙ୍କ ଦୁଇଟି ଗାଡ଼ି ଜବତ କରିଛି।
ସୂଚନା ଅନୁଯାୟୀ, ଯୁବକ ମାନେ ବିପଦପୂର୍ଣ୍ଣ ଭାବେ ସାଉଥ୍ ଡାଇକ୍ ରୋଡ୍ ଡ୍ୟାମ୍ ନିକଟରେ ଗାଡ଼ି…