ଭାରତର ପ୍ରିୟ ବନ୍ଧୁ ରୁଷିଆ, ପାକ୍ର ଚୀନ୍: ଆମେରିକୀୟ ସଂସ୍ଥାର ସର୍ଭେରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ୱାଶିଂଟନ୍: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଐତିହାସିକ ତିକ୍ତତା ଓ ଅବିଶ୍ୱାସର ପ୍ରଭାବ ଉଭୟ ଦେଶର ସାଧାରଣ ନାଗରିକଙ୍କ ମାନସିକତା ଉପରେ ଗଭୀର ଭାବେ ରହିଛି। ଆମେରିକାର ପ୍ରସିଦ୍ଧ ଥିଙ୍କ୍ ଟ୍ୟାଙ୍କ୍ ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ପ୍ରକାଶିତ ଏକ ସର୍ବଶେଷ ସର୍ଭେ ରିପୋର୍ଟରୁ ଏହା…