କଟକରୁ ନିଖୋଜ ୭ ବର୍ଷର ଝିଅ ଉଦ୍ଧାର
କଟକ: କଟକ ରେଳ ଷ୍ଟେସନରୁ ନିଖୋଜ ଜଣେ ସାତ ବର୍ଷର ଝିଅକୁ ଉଦ୍ଧାର କରାଯାଇଛି। ଯେଉଁଠାରେ ସେ ନିଜ ଜେଜେ ବାପା ଓ ଜେଜେମାଆଙ୍କ ସହିତ ଟ୍ରେନ୍ ଚଢ଼ିବାକୁ ଅପେକ୍ଷା କରିଥିଲେ। ନାବାଳିକାକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ।
ଅପହରଣ କରିଥିବା ବୃଦ୍ଧ କଟକ ବାଲିକୁଦା ଅଞ୍ଚଳର ସୂଚନା ମିଳିଛି।…