Delhi Blast: ଦିଲ୍ଲୀ ବ୍ଲାଷ୍ଟ୍ ସହ ପୁଲୱାମା କନେକ୍ସନ: ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ପୁଲୱାମା ଲିଙ୍କ୍। ଗତକାଲି ସଂଧ୍ୟାରେ ଦିଲ୍ଲୀର ଚର୍ଚ୍ଚିତ ସ୍ଥାନ ଲାଲକିଲ୍ଲା ବାହାରେ ହୋଇଥିଲା ବଡ଼ ବିସ୍ଫୋରଣ । ଏକ i 20 କାର୍ରେ ହୋଇଥିଲା ବିସ୍ଫୋରଣ । ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ। ବର୍ତ୍ତମାନ ବିସ୍ଫୋରଣ ହୋଇଥିବା କାର୍…