ଦୁଷ୍କର୍ମ ଅଭିଯୋଗରେ ଆରେଷ୍ଟ ହେଲେ ଅଭିଷେକ୍ ପୋରେଲ: ୧୪ ଦିନିଆ ଜେଲ୍ ହାଜତକୁ ପଠାଇଲେ କୋର୍ଟ
କୋଲକାତା:ବେଙ୍ଗଲ୍ ତଥା ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର୍-ବ୍ୟାଟର ଅଭିଷେକ୍ ପୋରେଲ ନିର୍ୟାତନା ଓ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି । ଶୁକ୍ରବାର ଦିନ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଅଗଷ୍ଟ ୧୧…