Three Sisters, One Husband: ୩ ଭଉଣୀଙ୍କ ଗୋଟିଏ ସ୍ବାମୀ, ଟ୍ରୋଲ ହେଲା ପରେ କହିଲେ, “ଆମେ ଖୁସି ଅଛୁ…”
ଅମରୋହା: ମିଆଁବିବି ରାଜି ତ କ୍ୟା କରେଗା କାଜି…?
ଗୋଟିଏ ବରକୁ ୩ କନିଆ
କନିଆ ପୁଣି ମା’ ପେଟର ଭଉଣୀ
ଉତ୍ତରପ୍ରଦେଶର ଅମରୋହାରୁ ଆସିଥିବା ଏହି ଅଜବ ବିବାହ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରଥମେ ଲୋକେ ଏହାକୁ କେବଳ ଏକ ରିଲ୍ ବୋଲି ଭାବୁଥିଲେ।…