ଓଡିଶା ଆଗରେ ୩୪୫ ରନର ବିଜୟ ଲକ୍ଷ୍ୟ
ନାଗପୁର:ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଓଡିଶା ଆଗରେ ବିଦର୍ଭ ୩୪୫ ରନର ବିଜୟ ଏକ୍ଷ୍ୟ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା କୌଣସି ୱିକେଟ ନ ହରାଇ ୪୪ ରନ ସଂଗ୍ରହ କରି ନେଇଛି । ସ୍ୱସ୍ତିକ ସାମଲ ୨୫ ଓ ଗୌରବ ଚୌଧୁରୀ ୧୭ ରନ କରି ଅପରାଜିତ…