Maoist To Model: ମାଓବାଦୀ କ୍ୟାମ୍ପରୁ ମଡେଲିଂ ରାମ୍ପ୍, ଚମକାଇଦେଲା ଆତ୍ମସମର୍ପଣକାରୀ ମହିଳା ନକ୍ସଲଙ୍କ ନୂଆ…
ରାୟପୁର: ଦିନେ ଜଙ୍ଗଲରେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ, ଆଉ ଆଜି ସେହି ମହିଳାମାନେ ଆତ୍ମବିଶ୍ୱାସର ସହ ଚାଲିଲେ ଫ୍ୟାଶନ୍ ରାମ୍ପ୍ରେ। ଛତିଶଗଡ଼ର ବସ୍ତର ଅଞ୍ଚଳର ଆତ୍ମସମର୍ପଣକାରୀ ମହିଳା ମାଓବାଦୀଙ୍କ ଏହି ନୂଆ ରୂପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ।
ରାୟପୁରରେ ଆୟୋଜିତ ଜାତୀୟ…