ଅପଦସ୍ଥ କଲେ ଜାଳି ଶେଷ କରିଦେବି: ରାଗିଗଲେ ଜୁଏଲ ଓରାମ
ରାଉରକେଲା: ନାଁ ନ ନେଇ ବର୍ଷିଲେ ଜୁଏଲ ଓରାମ। ରାଉରକେଲା ରାଜନୀତିକୁ ନେଇ ଖୋଲା ଚ୍ୟାଲେଞ୍ଜ୍ କଲେ ଜୁଏଲ ଓରାମ। ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି। ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି, ତାକୁ ଜାଳି ଶେଷ…