Latest Odisha News

BREAKING NEWS

ଭୁବନେଶ୍ୱରରେ ବାଟବଣା PNG ପ୍ରକଳ୍ପ: ପ୍ରତିଶ୍ରୁତି ପରେ ବି ଲୋକଙ୍କୁ ମିଳୁନି ପାଇପ୍ ଗ୍ୟାସ ସଂଯୋଗ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଗ୍ୟାସ ସଙ୍କଟ ସମୟରେ ବିକଳ୍ପ ଭାବେ ପାଇପଲାଇନ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇଦେବାକୁ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା, ତାହା ଏବେ ରାଜଧାନୀ ଭୁବନେଶ୍ୱରରେ ଧିମେଇ ଯାଇଥିବା ଦେଖିବାକୁ ମିଳିଛି । ଘରେ ଘରେ ସୁଲଭ ଏବଂ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଇ ଦେବା ପାଇଁ ଆରମ୍ଭ…

ଦେଶରେ ପ୍ରତି ୩ ଜଣରେ ଜଣେ ଓକିଲ ଜାଲ୍! ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଦେଶରେ ଜାଲ୍ କିମ୍ବା ଫେକ୍ ଓକିଲଙ୍କ ବିରୋଧରେ ଏବେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାଲ୍ ଓକିଲଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ଆଗତ ଏକ ଆବେଦନ ଉପରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସିବିଆଇକୁ…

ସଂସଦରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ରିଜିଜୁ, କହିଲେ ‘ଅମିତ ଶାହଙ୍କୁ ସାମ୍ନା…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳଗୁଡ଼ିକର ଲଗାତାର ହଟ୍ଟଗୋଳ ଏବଂ ବିଶେଷକରି ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ନିଟ୍ ପ୍ରସଙ୍ଗରେ…

୧୪ତମ ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍:  କିସ୍ ଓ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିଅନ

ପୁରୀ: ପୁରୀ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସସ୍ଥିତ ଖୋ ଖୋ ଏକାଡେମୀଠାରେ ଅଗଷ୍ଟ ୧ ରୁ ୪ ତାରିଖ ପର‌୍ୟ୍ୟନ୍ତ ଆୟୋଜିତ ୧୪ତମ ଓଡ଼ିଶା ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍-୨୦୨୬ରେ ‘ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର’ ର ଆଥଲେଟମାନେ ଅସାଧାରଣ ପ୍ରଦର୍ଶନ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଏକାଧିକ ହାର୍ଡକୋର ମାଓବାଦୀ

ଭୁବନେଶ୍ୱର: ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଦେଶର ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇ ଆସୁଥିବା ଏକାଧିକ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ ରିଜର୍ଭ…

ଅଗଷ୍ଟ ୧୨ରେ ବର୍ଷର ଶେଷ ସୂର୍ଯ୍ୟପରାଗ: ଭାରତରେ ପଡ଼ିବନି ପ୍ରଭାବ, ସ୍ୱାଭାବିକ ରହିବ ଦେବନୀତି

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବର୍ଷର ଶେଷ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ ସଂଘଟିତ ହେବ। ତେବେ ଭାରତୀୟମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ, ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଦେଶରେ…

ଏୟାର ଇଣ୍ଡିଆର ଫୁକେଟ-ଦିଲ୍ଲୀ ଫ୍ଲାଇଟ୍ ବିପଦରେ ପକାଇଥିବା ମୁଖ୍ୟ ପାଇଲଟଙ୍କ ଡୋପ୍ ଟେଷ୍ଟ ପଜିଟିଭ୍

ନୂଆଦିଲ୍ଲୀ: ନିକଟରେ ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ ହଠାତ୍ ଆକାଶ ମାର୍ଗରେ ୩୦୦ ଫୁଟ୍ ତଳକୁ ଖସିପଡ଼ିବା ଘଟଣାରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏହି ବିମାନଟିକୁ ଉଡ଼ାଉଥିବା ମୁଖ୍ୟ ପାଇଲଟ୍ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି। ତାଙ୍କର ଦ୍ୱିତୀୟ ଡୋପ୍…

ଚାଷୀଙ୍କ ଋଣ ଟଙ୍କା ଉପରେ ବାବୁଙ୍କ ନଜର! ୨୧ ଲକ୍ଷ ଆତ୍ମସାତ୍ କରି ଭିଜିଲାନ୍ସ ଜାଲରେ ପୂର୍ବତନ ସେକ୍ରେଟାରୀ

କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏକ ବଡ଼ ଧରଣର ଆର୍ଥିକ ଠକେଇ ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଚାଷୀ ଏବଂ ସାଧାରଣ ଲୋକଙ୍କ ସୁବିଧା ପାଇଁ ଗଠିତ ସମବାୟ ସମିତିକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲର ମାଧ୍ୟମ ବନାଇଥିବା ଜଣେ ପୂର୍ବତନ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି…

ଜର୍ଜ ମେସିଙ୍କ ପରଲୋକ; ଖେଳରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଲେ ଫୁଟବଲ ତାରକା ଲିଓନେଲ ମେସି

ରୋସାରିଓ :ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନୀୟ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ବାପା ତଥା ତାଙ୍କର ମ୍ୟାନେଜର ଜୋର୍ଜ ମେସିଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଗଭୀର ଶୋକସନ୍ତପ୍ତ ସମୟରେ ୩୯ ବର୍ଷୀୟ ମେସି ଫୁଟବଲ୍ ପିଚରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେବାକୁ ନିଷ୍ପତ୍ତି…

ରାଜନୈତିକ ହିଂସାକାଣ୍ଡ! ବାଙ୍କୀ ଡମପଡ଼ା ବ୍ଲକ ପରିସରରେ BNSS ୧୬୩

କଟକ: ବ୍ଲକ କାର୍ଯ୍ୟାଳୟରେ ୧୬୩ ଧାରା ଲାଗୁ। କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବିଜେପି ନେତା ବୁଲୁ ଚକ୍ରବର୍ତ୍ତୀଙ୍କ…