Latest Odisha News

BREAKING NEWS

ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା: ଚାକିରିରୁ ବହିଷ୍କୃତ ହେଲେ ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡିକାଲ ଅଫିସର

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡ଼ିକାଲ ଅଫିସର ଡାକ୍ତର ପତିତପାବନ ବାରିକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଡାକ୍ତର ବାରିକ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି…

ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଡିପ୍ଲୋମା ଡିଏନବି ସିଟ୍‌କୁ ମିଳିଲା ଅନୁମୋଦନ। ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ ପାଇଁ ମିଳିଛି ଅନୁମୋଦନ। ପ୍ରଥମ ଥର ପାଇଁ ଏହି ସିଟ୍ ଗୁଡିକରେ ଓଡ଼ିଶାରେ ହେବ କାଉନସିଲିଂ। ଏହି ଅନୁମୋଦନ ଦ୍ୱାରା ଡବଲ ଇଞ୍ଜିନ ସରକାରରେ ପିଏଚସି ସ୍ତରରେ ସେବା…

ୟୁକ୍ରେନ ବ୍ୟାଙ୍କ ସହ ଆଇନଗତ ଲଢ଼େଇ: ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲରେ ରୁଷିଆ ପକ୍ଷରୁ ମଧ୍ୟସ୍ଥି ସାଜିବେ ପୂର୍ବତନ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଏକ ବଡ଼ ଅନ୍ତର୍ଜାତୀୟ ଦାୟିତ୍ୱ ମିଳିଛି। ୟୁକ୍ରେନର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ଚାଲିଥିବା ଉଚ୍ଚସ୍ତରୀୟ ଆଇନଗତ ବିବାଦରେ ସେ ରୁଷିଆ ପକ୍ଷରୁ ମଧ୍ୟସ୍ଥି (ଆର୍ବିଟ୍ରେଟର) ଭାବେ ନିଯୁକ୍ତ…

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସମ୍ମିଳନୀ: ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ପୂରଣ ପାଇଁ କୋଇଲା ଗ୍ୟାସିଫିକେସନ୍…

ଭୁବନେଶ୍ୱର: ଭାରତକୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଥିବା 'ଆତ୍ମନିର୍ଭର ଭାରତ' ଅଭିଯାନରେ ଏବେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି। ରାଜ୍ୟରେ ଉପଲବ୍ଧ ବିପୁଳ କୋଇଲା ଭଣ୍ଡାରର ସଠିକ୍ ଓ ପରିବେଶ ଅନୁକୂଳ ବିନିଯୋଗ ପାଇଁ ‘କୋଇଲା…

ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ ଫାଇନାନ୍ସ ଆର୍ଥିକ ସାକ୍ଷରତା ଅଭିଯାନ ‘ଅର୍ଥସୂତ୍ର ସମ୍ବାଦ’

ପୁରୀ: ଘରୋଇ କ୍ଷେତ୍ରରେ ଭାରତର ସର୍ବବୃହତ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (NBFC) ଏବଂ ବଜାଜ ଫିନସର୍ଭର ଏକ ଅଂଶ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ପୁରୀସ୍ଥିତ ବାଲିପୁଟ ଗ୍ରାମ ପଞ୍ଚାୟତ ଏବଂ ସୁତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 'ଅର୍ଥସୂତ୍ର ସମ୍ବାଦ' ଶୀର୍ଷକ…

Bhadrak Graveyard Mystery: ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ଅଭିଯୋଗ;ଗୁଣିଗାରେଡ଼ି ପାଇଁ ଏମିତି…

ଭଣ୍ଡାରିପୋଖରୀ:ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ହୋଇଛି । ୨୦୧୬ ମସିହାରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପ୍ରଥମେ ୫ ଗୋଟି ଶଵ ଚୋରି ହୋଇଥିଲା। ଏହାପରେ କ୍ରମଶଃ ଶବ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ…

ଡ୍ରାଭିଡଙ୍କ ଏହି ରେକର୍ଡ ଏବେ ବି ରହିଛି ଅତୁଟ

ନୂଆଦିଲ୍ଲୀ: ଭାରତର ପୂର୍ବତନ ମହାନ ବ୍ୟାଟର ରାହୁଲ ଡ୍ରାଭିଡ ନିଜ କ୍ୟାରିୟରରେ ଏପରି ୩ଟି ବିଶେଷ ରେକର୍ଡ ରହିଛି, ଯେଉଁଥିରେ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଡ୍ରାଭିଡ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୩୧,୨୫୮ଟି ବଲ୍‌ର ସାମ୍ନା…

ଘରୋଇ ପରିବେଶରେ ବିଶ୍ୱକପ ଜିିତି ଅବସର ନେବାକୁ ଚାହାନ୍ତି ମିଲର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ମିଡିଲ୍ ଅର୍ଡର ବ୍ୟାଟର ଡେଭିଡ୍ ମିଲର ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ ନିଜର ନଜର ରଖିଛନ୍ତି । ନିଜ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ୍ ଟ୍ରଫି ଜିତି ଦୀର୍ଘ ଆନ୍ତର୍ଜାତୀୟ କ୍ୟାରିୟରର ସମାପ୍ତି କରିବାକୁ ସେ ଚାହୁଁଛନ୍ତି । ୨୦୨୭ ଆଇସିସି…

୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା: ଗର୍ଭବତୀ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଏକ ଅତ୍ୟନ୍ତ ଜଘନ୍ୟ ଏବଂ ଗମ୍ଭୀର ଅପରାଧ। ଏହା ଜାଣିବା ସତ୍ତ୍ୱେ ଅପରାଧ କରିବାକୁ ପଛାଉନାହାଁନ୍ତି ଅପରାଧୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୬୩.୬୪%

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି। ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ…