ଓଡ଼ିଶାର ସବୁଠୁ ବଡ ଟନେଲର ଫିଟିଲା ବାଟ; ପୁର୍ବ ସହ ପଶ୍ଚିମ ଓଡିଶାକୁ କରିବ ସଂଯୋଗ
ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଳ ବିଭାଗର ସବୁଠାରୁ ବଡ ଟନେଲର ଫିଟିଛି ବାଟ । ବୁଧବାର ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡେଣୀଗଡ ଠାରେ ନିର୍ମାଣଧୀନ ୪ କିମି ୧୮୫ ମିଟର ଦୁରତା ବିଶିଷ୍ଟ ସବୁଠାରୁ ବଡ ଟନେଲ ର ହୋଇଛି ବ୍ରେକ ଥ୍ରୋ ।
ଇଷ୍ଟକୋଷ୍ଟ ରେଳ…