ଭଏସ କମାଣ୍ଡ ଦ୍ବାରା ଗୁଗୁଲ୍ ପେରେ ହେବ ପେମେଣ୍ଟ !
ଭୁବନେଶ୍ବର: ଗୁଗୁଲ୍ ପେ ନିଜର ୟୁଜରଙ୍କ ପାଇଁ ଏକ ନୂତନ ଏବଂ ସାନଦାର୍ ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ ଦୁନିଆରେ ଏକ ବଡ ପରିବର୍ତ୍ତନ ଆସିବ । ଖବରମୁତାବକ, ଭଏସ ଫିଚର ଗୁଗୁଲପେ ରେ ଯୋଡାଯିବ, ଫଳରେ ୟୁଜରମାନେ ଭଏସ କମାଣ୍ଡ ଦ୍ବାରା ନିଜର ପେମେଣ୍ଟ୍ କରିପାରିବେ ।…