୬୦ ହଜାର ଦରମା ପାଇବାର ବଡ଼ ସୁଯୋଗ, ୟଙ୍ଗ୍ ପ୍ରଫେସନାଲ୍ ପାଇଁ ବାହାରିଲା ପଦବୀ
ନୂଆଦିଲ୍ଲୀ: ଯଦି ଆପଣ ଆଇନ୍, ଅର୍ଥନୀତି କିମ୍ବା ଆଇଟି କ୍ଷେତ୍ରରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ୟଙ୍ଗ୍ ପ୍ରଫେସନାଲ୍ ପଦବୀଗୁଡ଼ିକ ପାଇଁ ଭର୍ତ୍ତି ପାଇଁ ଅଧିକାରିକ ବିଜ୍ଞପ୍ତି ଜାରି କରିଛି । ଆୟୋଗ…