Latest Odisha News

BREAKING NEWS

Parliament’s No. Game: ସଂସଦରେ ୨/୩ ବହୁମତ ପାଇଁ ବିଜେପିର ବଡ଼ ରଣନୀତି! ମହିଳା ସଂରକ୍ଷଣ ଓ ପୁନଃସୀମା…

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ମୋଦି ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦୁଇଟି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା। ଏଥିପାଇଁ ଲୋକସଭା ଓ ରାଜ୍ୟସଭାରେ ୨/୩ ଅର୍ଥାତ୍ ଦୁଇ ତୃତୀୟାଂଶ ବିଶେଷ…

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ବିଜ୍ଞାପନକୁ ନେଇ କଡ଼ା ଆକ୍ସନ

ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

FIFA World Cup: ସ୍ପେନର ବିଶ୍ୱକପ୍ ବିଜୟ ଉତ୍ସବରେ ବାଧା ସାଜିଲେ ଟ୍ରମ୍ପ!ହେଉଛି ଭିଡିଓ ଭାଇରାଲ…

ନୂଆଦିଲ୍ଲୀ:ସ୍ପେନ ଫିଫା ବିଶ୍ୱକପ୍ ୨୦୨୬ର ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିଲା। ଏହି ବିଜୟ ପରେ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିବା ପାଇଁ ଟ୍ରମ୍ପ ଫିଫା (FIFA)…

କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ, ଲାଠିଚାର୍ଜ କଲା ପୋଲିସ

ନୂଆଦିଲ୍ଲୀ: ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଜନ୍ତର ମନ୍ତର ନିକଟରେ…

63-Year-Old Passes Matric: ସୁଶୀଳାଙ୍କ ସ୍ବପ୍ନକୁ ବାନ୍ଧିପାରିନି ବୟସ…୬୩ ବର୍ଷରେ ଦଶମ ପାସ୍…

ରେୱାରୀ: ବୟସ ୬୩…ସ୍କୁଲ୍ ଗଲେ, ଦଶମରେ ଲେଖାଇଲେ ନାମ । ୭୯.୬ ପ୍ରତିଶତ ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ । ସ୍ୱପ୍ନର ପଥରେ କେବେ ବାଧା ହୋଇପାରିନି ବୟସ । କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ । ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ଯେକୌଣସି ବୟସରେ ସଫଳତା…

ହର୍ମୁଜ୍ ପରେ, ଏହି ସମୁଦ୍ର ପଥ ବନ୍ଦ ହୋଇଯିବ କି? ଭାରତ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ଖରାପ ହେଉଛି । ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି । ଏହି ପରିସ୍ଥିତିରେ, ସମସ୍ତେ ଅନ୍ୟ ବିକଳ୍ପ ଉପରେ ଆଶା ବାନ୍ଧି ବସିଛନ୍ତି । ତଥାପି, ଇରାନର ଏକ ନିଷ୍ପତ୍ତି ଅନ୍ୟ ସମସ୍ତ ଦେଶ ପାଇଁ…

1920 Winter Is Coming: ବିକ୍ରମ ଭଟ୍ଟଙ୍କ ହରର ଫିଲ୍ମରେ ଆହାନ ସେଠୀ…

ମୁମ୍ବାଇ: ନିକଟରେ ବିକ୍ରମ ଭଟ୍ଟଙ୍କ ମୁକ୍ତିଲାଭ କରିଥିବା "ହଣ୍ଟେଡ୍: ଘୋଷ୍ଟସ୍ ଅଫ୍ ଦି ପାଷ୍ଟ" ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା। କେତେକ ଏହାର ଭିଜୁଆଲ୍ସକୁ ସମାଲୋଚନା ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ୧୬ କୋଟି (ପ୍ରାୟ $1.6 ବିଲିୟନ) ଆୟ କରିଥିଲା। ଫିଲ୍ମର ସଫଳତା…

All Party Meet Viral Moment: ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ, ରାଜନାଥଙ୍କ ପାଦ ଛୁଇଁଲେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଘଟିଥିବା କିଛି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। NDAରେ ଯୋଗ ଦେବା ଚର୍ଚ୍ଚା ଭିତରେ ଏନସିପି (ଶରଦଚନ୍ଦ୍ର ପାୱାର) ସାଂସଦ ସୁପ୍ରିୟା ସୁଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

କର୍ତ୍ତବ୍ୟରତ ଡାକ୍ତରଙ୍କୁ ଷ୍ଟୁଲ୍‌ ଫୋପାଡ଼ି ଆକ୍ରମଣ

ବରଗଡ଼: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଷ୍ଟୁଲ୍‌ ଫୋପାଡ଼ି ଆକ୍ରମଣ। ଚିକିତ୍ସାରେ ଅବହେଳା ଦର୍ଶାଇ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। ଅଭିଯୁକ୍ତ ଯୁବକକୁ ଅଟକ ରଖି ଟାଉନ ଥାନା ପୋଲିସର ତଦନ୍ତ। ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ…

Parliament Monsoon Session: ମୌସୁମୀ ଅଧିବେଶନରେ ହଙ୍ଗାମା ଆଶଙ୍କା; ୭ ବିଲ୍, ବିରୋଧୀଙ୍କ ରଣନୀତି ଭିତରେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏବଂ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ସମୟରେ କେନ୍ଦ୍ର ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ କରିବେ। ତେବେ ପ୍ରଥମ ଦିନରୁ ହିଁ ଶାସକ ଓ ବିରୋଧୀଙ୍କ…