Latest Odisha News

୨୪ ଦିନ, ୧୦ ମ୍ୟାଚ, ୧ ବିଜୟ: ଏହି ଟିମକୁ କଣ ପ୍ରଶାନ୍ତ ମହାସାଗରରେ ବୁଡେଇ ଦେବା

୨୪ ଦିନ.. ୧୦ ମ୍ୟାଚ ଏବଂ ଗୋଟିଏ ବିଜୟ । ଏହା ହେଉଛି ଭାରତୀୟ କ୍ରିକେଟ ଦଳର ୟୁରୋପୀୟ ଗସ୍ତ କାର୍ଯ୍ୟସୂଚୀର ଫଳାଫଳ । ୩୬ ବର୍ଷ ପରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୯୯୦ ଦଶକରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ୦-୧ରେ ଟେଷ୍ଟ ସିରିଜ ହାରିବା ପରେ ତ୍ରିକୋଣୀୟ ଦିନିକିଆ…

ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ, ଗାଦି ଛାଡ ନଚେତ୍…

ଭୁବନେଶ୍ବର: ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ଅର୍ଥ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।…

ସାର ପାଇଁ ରାତି ଅନିଦ୍ରା ହେଉଛନ୍ତି ଅନ୍ନଦାତା, ରାଜ୍ୟରେ ଅଭାବ ନାହିଁ କହିଲେ ସମବାୟ ମନ୍ତ୍ରୀ: କଳାବଜାରୀ କଲେ ଦୃଢ଼…

ଭୁବନେଶ୍ୱର: ଗୋଟିଏ ପଟେ ବସ୍ତାଏ ସାର ପାଇଁ ରାତି ଅନିଦ୍ରା ହୋଇ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି ରାଜ୍ୟର ଅନ୍ନଦାତା, ଅନ୍ୟପଟେ ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ଏହି ଅସହାୟତାର ସୁଯୋଗ ନେଇ ସାରର କଳାବଜାରୀ କରୁଥିବା ଅସାଧୁ…

ଅଜବ ପ୍ରଥା: ଶ୍ରାବଣ ମାସରେ ୫ ଦିନ ନିବସ୍ତ୍ର ରହନ୍ତି ମହିଳା

ନୂଆଦିଲ୍ଲୀ: ଭାରତରେ ଅନେକ ସଂସ୍କୃତି ଓ ରୀତି ନୀତି ରହିଛି । ପ୍ରତ୍ୟେକ ଅଂଚଳରେ କିଛି ନା କିଛି ଭିନ୍ନ ଧରଣର ପ୍ରଥା ମଧ୍ୟ ରହିଛି । ଆଧୁନିକ ଛାପରେ ଆମେ ରଙ୍ଗେଇ ଯାଇଥିଲେ ମଧ୍ୟ ପ୍ରଥାକୁ ଛାଡି ପାରୁନେ । ହିମାଚଳ ପ୍ରଦେଶର ମଣିକର୍ଣ୍ଣିକା ଘାଟୀ ସ୍ଥିତ ପିନୀ ଗ୍ରାମରେ ଏକ ଅଜବ ପ୍ରଥା ପାଳିତ…

ଗଞ୍ଜେଇ ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ପୋଲିସ ଗୁରୁତର; ୨୪ ଅଟକ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ହାଟଗାଁ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ । ପୋଲିସର ଏକ ୫ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଗଞ୍ଜେଇ ମାଫିଆମାନେ ସେମାନଙ୍କ ଉପରେ ହଠାତ୍ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ।…

ବଦଳିଲା ରାଜ୍ୟର ୨୮ଟି ସରକାରୀ ଆଇଟିଆଇର ନାମ, ତୁରନ୍ତ ହେଲା ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ଗୁଡ଼ିକର ନାମକରଣରେ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ସହରଗୁଡ଼ିକର ସଂଶୋଧିତ ଭୌଗୋଳିକ ନାମକରଣ ସହିତ ସାମଞ୍ଜସ୍ୟ ରଖି ରାଜ୍ୟର ମୋଟ ୨୮ଟି ସରକାରୀ ଆଇଟିଆଇର ନାମ ସଂଶୋଧନ…

ଅବସର ଖବରକୁ ଖଣ୍ଡନ କଲେ ରୋହିତ, ଷ୍ଟାଡିୟମରେ ହୋ ହଲ୍ଲା ନ ହେଲେ ମଜା ଲାଗେନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚରେ ଆକର୍ଷଣୀୟ ଶତକ ହାସଲ କରି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ମ୍ୟାଚ ପରେ ସେ ଅବସର ନେଉ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ପଦାର୍ପଣ ପରଠାରୁ…

ସାର ସଙ୍କଟ: ବସ୍ତାଟିଏ ୟୁରିଆ ପାଇଁ ରାତି ଅନିଦ୍ରା ହୋଇ ଆରସିଏମଏସ୍ ଅଫିସ୍ ଆଗରେ ଲାଇନ୍ ଲଗାଉଛନ୍ତି ଚାଷୀ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଖରିଫ୍ ଚାଷ ଜୋରସୋରରେ ଆଗେଇ ଚାଲିଥିବା ବେଳେ ରାଜ୍ୟର ଅନ୍ନଦାତାଙ୍କ ପାଇଁ ନୂଆ ମୁଣ୍ଡବିନ୍ଧା ପାଲଟିଛି ସାର ସଙ୍କଟ। କୃଷି କ୍ଷେତ୍ର ପାଇଁ ଅତ୍ୟାବଶ୍ୟକ ୟୁରିଆ ଏବଂ ଅନ୍ୟାନ୍ୟ ରାସାୟନିକ ସାର ପାଇବାକୁ ଏବେ ଚାଷୀମାନଙ୍କୁ ଘୋର ସଂଘର୍ଷ କରିବାକୁ ପଡ଼ୁଛି।…

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା: କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ, ଭୟରେ ଗାଡ଼ି ଛାଡ଼ି ଫେରାର୍ ଷ୍ଟାଫ୍

ବଲାଙ୍ଗୀର: ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 'ମୁଖ୍ୟମନ୍ତ୍ରୀ ବସ୍ ସେବା' ଏବେ ଅସୁରକ୍ଷିତ ହୋଇପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀ ବସ୍‌କୁ ଅଧା ରାସ୍ତାରେ ଅଟକାଇ…

ଖୁବଶୀଘ୍ର ପୂରଣ ହେବ ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ; ୨୨ରୁ ଏୟାରପୋର୍ଟରେ ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଜିଲ୍ଲାରୁ ଉଡିବ ବିମାନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ପ୍ରଥମେ ମାଲକାନଗିରି ଏୟାରପୋର୍ଟ ପରିଦର୍ଶନ କରି ସେଠାର…