୧୫୦ ବର୍ଷରେ “ବନ୍ଦେ ମାତରମ୍”; ସ୍ୟାଣ୍ଡ ଆନିମେସନରେ ଗୀତର ଯାତ୍ରାକୁ ଚିତ୍ରିତ କଲେ ବାଲୁକା ଶିଳ୍ପୀ ମାନସ
ପୁରୀ: ଭାରତର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦେଶଭକ୍ତିମୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବାଲୁକା ଆନିମେସନ୍ ସ୍ୱଳ୍ପଚିତ୍ର ସୃଷ୍ଟି କରିଛନ୍ତି । ଏହି ଆନିମେସନ୍ରେ ମାନସ କୁମାର ସାହୁ ସୁନ୍ଦରଭାବରେ “ବନ୍ଦେ ମାତରମ୍” ଗୀତର ଯାତ୍ରାକୁ ଚିତ୍ରିତ…