ଅନ୍ଧବିଶ୍ୱାସକୁ ବିଶ୍ୱାସ! ଗୁଣିଆର ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ
ଫୁଲବାଣୀ: ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। ଏହା ଜାଣିବା ପରେ ମଧ୍ୟ ଏହି ଆଧୁନିକ ଯୁଗରେ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି ଏବଂ ପରିଣାମ ଭୟଙ୍କର ବି ହେଉଛି। ଏହାର ଏକ ଉଦାହରଣ କନ୍ଧମାଳ…