ଅଚଳ ଗୃହ: ବିଧାନସଭା ବାହାରେ ଧାରଣା ଦେଲେ ବିଜେଡ଼ି ଓ କଂଗ୍ରେସ
ଭୁବନେଶ୍ୱର: ଆରମ୍ଭ ଦିନରୁ ଅଚଳ ଚାଲିଛି ଗୃହ। ଆଜିବି ସମାନ ସ୍ଥିତି। ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା । ଘଣ୍ଟ-ଝାଞ୍ଜ-ପେଁକାଳୀ ବଜାଇ ପୁଣି ଗୃହ ଅଚଳ କଲେ ବିରୋଧୀ । ପ୍ରଥମେ ୧୧.୩୦ ଆଉ ପରେ ୧୨. ୩୧ ଯାଏଁ ଗୃହ ମୁଲତବି ରଖିଛନ୍ତି…